ପେଗୁନିଗାଲସିଡେଜ ଆଲଫା

ପେଗୁନିଗାଲସିଡେଜ ଆଲଫା
Clinical data
Trade namesElfabrio
SynonymsPRX-102, pegunigalsidase alfa-iwxj
data
Routes of
administration
Intravenous
Legal status
Legal status
Chemical and physical data
FormulaC2060H3130N552O601S27
Molar mass୪୬,୧୧୦.୫୮ g·mol−1

ପେଗୁନିଗାଲସିଡେଜ ଆଲଫା, (ଇଂରାଜୀ ଭାଷାରେ Pegunigalsidase alfa), ଏଲଫାବ୍ରିଓ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫାବ୍ରି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ସମ୍ବନ୍ଧୀୟ ପ୍ରତିକ୍ରିୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଦୁର୍ବଳତା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ, ବିଶେଷ ଭାବରେ ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ୍[] ଏହା α- ଗାଲାକ୍ଟୋସିଡେଜ୍-ଏର ପରିବର୍ତ୍ତିତ ରୂପ ହୋଇ ଏନଜାଇମ୍ ରିପ୍ଲେସମେଣ୍ଟ ଥେରାପି ଭାବରେ କାମ କରେ ।[] []

୨୦୨୩ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗୁନିଗାଲସିଡେଜ ଆଲଫା ଅନୁମୋଦିତ ହୋଇଥିଲା ।[] [] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ହୁଏ ।[] ୨୦୨୩ ମଧ୍ୟଭାଗରେ ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ଅସ୍ପଷ୍ଟ ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Elfabrio EPAR". European Medicines Agency. 8 May 2023. Archived from the original on 10 May 2023. Retrieved 9 May 2023. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ "Elfabrio- pegunigalsidase alfa injection, solution, concentrate". DailyMed. 23 May 2023. Archived from the original on 25 May 2023. Retrieved 24 May 2023.
  3. "Novel Drug Approvals for 2023". U.S. Food and Drug Administration (FDA). 9 May 2023. Archived from the original on 21 January 2023. Retrieved 12 May 2023.
  4. MSc, Vincent Xie (15 May 2023). "Elfabrio: The New Treatment for Fabry Disease". Xtalks. Archived from the original on 1 July 2023. Retrieved 22 June 2023.