ପେଣ୍ଟୋଷ୍ଟାଟିନ

ପେଣ୍ଟୋଷ୍ଟାଟିନ
Clinical data
Trade namesNipent
Synonyms2'-deoxycoformycin (DCF)
AHFS/Drugs.commonograph
MedlinePlusa692004
Pregnancy
category
  • US: D (Evidence of risk)
Routes of
administration
Intravenous
Legal status
Legal status
Pharmacokinetic data
Bioavailabilityn/a
Protein binding4%
MetabolismLiver, minor
Elimination half-life2.6 to 16 hours, mean 5.7 hours
Identifiers
  • (R)-3-((2R,4S,5R)-4-hydroxy-5-(hydroxymethyl)tetrahydrofuran-2-yl)-3,6,7,8-tetrahydroimidazo[4,5-d][1,3]diazepin-8-ol
ECHA InfoCard100.164.991 Edit this at Wikidata
Chemical and physical data
FormulaC11H16N4O4
Molar mass୨୬୮.୨୭ g·mol−1
3D model (JSmol)
  • n1c3c(n(c1)[C@@H]2O[C@@H]([C@@H](O)C2)CO)N\C=N/C[C@H]3O
  • InChI=1S/C11H16N4O4/c16-3-8-6(17)1-9(19-8)15-5-14-10-7(18)2-12-4-13-11(10)15/h4-9,16-18H,1-3H2,(H,12,13)/t6-,7+,8+,9+/m0/s1 checkY
  • Key:FPVKHBSQESCIEP-JQCXWYLXSA-N checkY
  (verify)

ପେଣ୍ଟୋଷ୍ଟାଟିନ (ଇଂରାଜୀ ଭାଷାରେ Pentostatin), ନିପେଣ୍ଟ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଲୋମଶ ଜୀବକୋଷ ଲିଉକେମିଆ, କ୍ରୋନିକ୍ ଲିମ୍ଫୋସାଇଟିକ ଲିଉକେମିଆ (CLL) ଏବଂ ଚର୍ମ ଟି-ସେଲ୍ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ରାସ, କାଶ, ଅଣନିଶ୍ୱାସ, ଗଲୁ, ମୁଣ୍ଡବିନ୍ଧା ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, କୋମା, ବୃକ୍‌କ ସମସ୍ୟା, ଫୁସଫୁସ ବିଷାକ୍ତତା ଏବଂ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ପ୍ୟୁରିନ ବିରୋଧୀ ଅଟେ ।[୧]

୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପେଣ୍ଟୋଷ୍ଟାଟିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୧୦ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୩୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୩୦୦ ଡଲାର ଅଟେ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pentostatin Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 27 October 2021.
  2. "DailyMed - NIPENT- pentostatin injection, powder, lyophilized, for solution". dailymed.nlm.nih.gov. Archived from the original on 22 January 2021. Retrieved 27 October 2021.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 964. ISBN 978-0857114105.
  4. "Nipent Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 27 October 2021.