Polur | |
---|---|
ଦେଶ | India |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | ତିରୁବନମଲଇ |
Elevation | 830[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୨୫,୪୯୨ |
ଭାଷା | |
• ସରକାରୀ | ତାମିଲ |
Time zone | UTC+5:30 (IST) |
ପୋଲୁର ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ତିରୁବନମଲଇ ଜିଲ୍ଲାରେ ଅବସ୍ଥିତ ।
ପୋଲୁର ୧୨.୫୧୧୪ ଉତ୍ତର ଅକ୍ଷାଂଶ ଓ ୭୯.୧୨୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋଲୁର ସହରର ମୋଟ ଜନସଂଖ୍ୟା ୨୫୪୯୨ ଅଟେ ।[୨] ସେଥି ମଧ୍ୟରୁ ୪୯.୩୮% ଜଣ ପରୁଷ ହୋଇଥିବା ବେଳେ ୫୦.୬୨% ଜଣ ନାରୀ ଅଟନ୍ତି । ପୋଲୁରର ସାକ୍ଷରତା ହାର ୭୨.୧୩% ଅଟେ । ଏହା ଜାତୀୟ ହାରଠାରୁ ୭.୨୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୮% ପ୍ରତିଶତ ପୁରୁଷ ଓ ୩୩.୧୫% ନାରୀ ଅଟନ୍ତି । ୧୧.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ତାମିଲ ପୋଲୁରର ସରକାରୀ ଭାଷା ଅଟେ ।