Clinical data | |
---|---|
Trade names | Noxafil, Posanol, others |
AHFS/Drugs.com | monograph |
MedlinePlus | a607036 |
data |
|
Pregnancy category | |
Routes of administration | By mouth (oral suspension, delayed-release tablets), IV |
Legal status | |
Legal status | |
Pharmacokinetic data | |
Bioavailability | High |
Protein binding | 98 to 99% |
Metabolism | Liver (glucuronidation) |
Elimination half-life | 16 to 31 hours |
Excretion | Fecal (71–77%) and kidney (13–14%) |
Identifiers | |
| |
ECHA InfoCard | 100.208.201 |
Chemical and physical data | |
Formula | C37H42F2N8O4 |
Molar mass | 700.778 |
3D model (JSmol) | |
| |
| |
(verify) |
ପୋସାକୋନାଜୋଲ, ଅନ୍ୟମାନଙ୍କ ମଧ୍ୟରେ ନୋକ୍ସାଫିଲ୍ ଏକ ବିକ୍ରୟ ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଥ୍ରଶ୍, ଆସ୍ପର୍ଗିଲୋସିସ, ମ୍ୟୁକରମାଇକୋସିସ୍, କୋକସିଡିଓଇଡୋମାଇକୋସିସ୍, ଫୁସାରିଓସିସ୍ ଏବଂ କ୍ରୋମୋବ୍ଲାଷ୍ଟୋମାଇକୋସିସ୍ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହାର କରାଯାଏ ।[୨] [୩] ଯେତେବେଳେ ଅନ୍ୟ ଚିକିତ୍ସା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଓ ଆବଶ୍ୟକ ମତେ ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଜ୍ୱର ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ, ପ୍ରାରମ୍ଭିକ ଗର୍ଭଧାରଣରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ଆଜୋଲ ପରିବାରର ଔଷଧର ଯାହା ଲାନୋଷ୍ଟେରଲ୍ ୧୪ ଆଲଫା-ଡେମେଥାଇଲେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୦୫ ମସିହାରେ ୟୁରୋପରେ ଏବଂ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋସାକୋନାଜୋଲ୍ ଅନୁମୋଦିତ ହୋଇଥିଲା ।[୨] [୩] ଏହାର ମୂଳ ବା ଜେନେରିକ୍ ସଂସ୍କରଣଗୁଡିକ ଅନୁମୋଦିତ ହୋଇଛି।[୪] [୫] ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୨୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୦୦ପାଉଣ୍ଡ ଥିଲା ।।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧୦ ଡଲାର ଅଟେ ।[୬]