ପ୍ରତିମା ଦେବୀ | |
---|---|
![]() | |
ଜନ୍ମ | ୧୮୯୩ |
ଜାତୀୟତା | ଭାରତୀୟ |
ବିଭାଗ | ସାଂସ୍କୃତିକ ନୃତ୍ୟ, ଚିତ୍ରକଳା |
ପ୍ରତିମା ଦେବୀ (୧୮୯୩–୧୯୬୯) ଜଣେ ଭାରତୀୟ ଚିତ୍ରକର, ଯେ ରବୀନ୍ଦ୍ରନାଥ ଟାଗୋରଙ୍କ ସହ ସମ୍ପର୍କ ପାଇଁ ଜଣାଶୁଣା ।
ପ୍ରତିମା ଟାଗୋର, ଚିତ୍ରକର ନନ୍ଦଲାଲ ବୋଷ ଓ ଶ୍ୱଶୁର ରବୀନ୍ଦ୍ରନାଥ ଟାଗୋରଙ୍କଠାରୁ ଚିତ୍ର ଶିକ୍ଷା କରିଥିଲେ ।[୧] ରବୀନ୍ଦ୍ରନାଥ ତାଙ୍କୁ ଚିତ୍ରକୁ ବୃତ୍ତି କରିବା ପାଇଁ ଉତ୍ସାହିତ କରିଥିଲେ ।[୨] ୧୯୧୫ ପରଠାରୁ ସେ ଟାଗୋରଙ୍କଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟରେ ନିଜ କଳା ପ୍ରଦର୍ଶନ କରାଉଥିଲେ ।[୩] ପରେ ସେ ପ୍ୟାରିସ୍ ସ୍ଥାନାନ୍ତକିତ ହୋଇଥିଲେ, ଯେଉଁଠାରେ ସେ ଇଟାଲୀୟ ୱେଟ୍ ଫ୍ରେସ୍କୋ ପଦ୍ଧତି ଶିଖିଥିଲେ ।[୩]