ପ୍ରସୂତି ରକ୍ତସ୍ରାବ ନାମ ଦିଆଯାଏ ୨୪ ସପ୍ତାହ ଗର୍ଭାବସ୍ଥା ପରେ ବା ପ୍ରସବ ସମୟରେ, କିମ୍ବା ପ୍ରସବ ପରେ ଯଦି ରକ୍ତସ୍ରାବ ହୁଏ ।[ ୧] ୨୪ ସପ୍ତାହ ପୂର୍ବରୁ ରକ୍ତସ୍ରାବ ହେଲେ ତାହାକୁ ପ୍ରାକ ଗର୍ଭ ରକ୍ତସ୍ରାବ କୁହାଯାଏ | [ ୨] ରକ୍ତସ୍ରାବ ସାଧାରଣଥ ଯୋନିପଥରେ ହୁଏ ଓ କ୍ୱଚିତ ଉଦର ମଧ୍ୟରେ ଥାଏ | [ ୭] ଜଟିଳ ଅବସ୍ଥା ହେଲେ ଅବଧିପୁର୍ବ ପ୍ରସବ ଏବଂ ଭ୍ରୁଣ ମୃତ୍ୟୁ ହୋଇପାରେ | [ ୧]
ପ୍ରସବ ପୂର୍ବରୁ ଏବଂ ପ୍ରସବ ସମୟରେ, ଜରାୟୁ ମୁଖ ପ୍ରଦାହ, ପ୍ଲାସେଣ୍ଟା ପ୍ରିଭିଆ , ପ୍ଲାସେଣ୍ଟାଲ୍ ଆବରପସନ ଏବଂ ଗର୍ଭାଶୟ ଫାଟିବା ଯୋଗୁ ରକ୍ତସ୍ରାବ ହୁଏ | [ ୧] [ ୨] ପ୍ରସବ ପରେ, ଉତ୍ତମ ଜରାୟୁ ସଙ୍କୋଚନ ନହେଲେ, ଗର୍ଭ ପଦାର୍ଥ ଜରାୟୁରେ ରହିଗଲେ ଏବଂ ରକ୍ତସ୍ରାବ ବେମାରୀ ଥିଲେ ରକ୍ତସ୍ରାବ ହୁଏ ।[ ୧] ପ୍ରସବ ପୂର୍ବରୁ ଏହାର କାରଣ ଜାଣିବା ନିମନ୍ତେ ଜୀବାଣୁମୁକ୍ତ ସ୍ପେକୁଲମ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରାଯାଇପାରେ | [ ୩]
ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବର ଚିକିତ୍ସାରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ରକ୍ତ ଦ୍ରବ୍ୟ ଦିଆଯାଏ ।[ ୩] ବିଯୁକ୍ତାତ୍ମକ ଆରଏଚ ଥିଲେ ଆରଏଚଆଇଜି ଦିଆଯାଏ | [ ୩] ୩୪ ସପ୍ତାହରୁ କମ୍ ଗର୍ଭବତୀଙ୍କୁ କର୍ଟିକୋସ୍ଟିରଏଡ ଦେବାକୁ ପରାମର୍ଶ ଦିଆଯାଏ | [ ୩] ଅନ୍ୟାନ୍ୟ ଚିକିତ୍ସା ଏହାର ମୂଳ କାରଣ ଉପରେ ନିର୍ଭର କରେ | [ ୩] ପ୍ରସବ ପରେ ଅକ୍ସିଟୋସିନ, କିମ୍ବା ମିଥାଇଲଏର୍ଗୋନୋଭିନ ବ୍ୟବହାର କରାଯାଇପାରେ | [ ୮]
ସାଂଘାତିକ ପ୍ରସୂତି ରକ୍ତସ୍ରାବ ୨୦୧୫ ମସିହାରେ ୮.୭ ନିୟୁତ ମହିଳାଙ୍କର ହୋଇଥିଲା[ ୯] ଯାହା ଫଳରେ ୮୩.୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।[ ୧୦] ରକ୍ତସ୍ରାବ ଯୋଗୁ ୨୦୦୩ରୁ ୨୦୦୯ ମଧ୍ୟରେ ମାତୃ ମୃତ୍ୟୁ ହାର ୨୭% ହୋଇଥିଲା।[ ୧୧] ପ୍ରସବ ପୂର୍ବରୁ ରକ୍ତସ୍ରାବ ପ୍ରାୟ ୨%ରୁ ୫% ଗର୍ଭଧାରଣରେ ହୋଇଥାଏ | [ ୧]
↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Walfish, M.; Neuman, A.; Wlody, D. (December 2009). "Maternal haemorrhage" . British Journal of Anaesthesia . 103 : i47–i56. doi :10.1093/bja/aep303 . PMID 20007990 .
↑ ୨.୦ ୨.୧ ୨.୨ Stables, Dorothy; Rankin, Jean (2010). Physiology in Childbearing: With Anatomy and Related Biosciences (in ଇଂରାଜୀ). Elsevier Health Sciences. pp. 423–429. ISBN 978-0702044113 .
↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Sakornbut, E; Leeman, L; Fontaine, P (15 April 2007). "Late pregnancy bleeding". American family physician . 75 (8): 1199–206. PMID 17477103 .
↑ Sperling, Rhoda (2020). Obstetrics and Gynecology (in ଇଂରାଜୀ). John Wiley & Sons. ISBN 978-1-119-45007-8 . Retrieved 4 November 2020 .
↑ Vos, Theo; Allen, Christine; Arora, Megha; Barber, Ryan M.; Bhutta, Zulfiqar A.; Brown, Alexandria; Carter, Austin; Casey, Daniel C.; Charlson, Fiona J.; Chen, Alan Z.; Coggeshall, Megan; Cornaby, Leslie; Dandona, Lalit; Dicker, Daniel J.; Dilegge, Tina; Erskine, Holly E.; Ferrari, Alize J.; Fitzmaurice, Christina; Fleming, Tom; Forouzanfar, Mohammad H.; Fullman, Nancy; Gething, Peter W.; Goldberg, Ellen M.; Graetz, Nicholas; Haagsma, Juanita A.; Hay, Simon I.; Johnson, Catherine O.; Kassebaum, Nicholas J.; Kawashima, Toana; Kemmer, Laura (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015" . Lancet . 388 (10053): 1545–1602. doi :10.1016/S0140-6736(16)31678-6 . PMC 5055577 . PMID 27733282 .
↑ Wang, Haidong; Naghavi, Mohsen; Allen, Christine; Barber, Ryan M.; Bhutta, Zulfiqar A.; Carter, Austin; Casey, Daniel C.; Charlson, Fiona J.; Chen, Alan Zian; Coates, Matthew M.; Coggeshall, Megan; Dandona, Lalit; Dicker, Daniel J.; Erskine, Holly E.; Ferrari, Alize J.; Fitzmaurice, Christina; Foreman, Kyle; Forouzanfar, Mohammad H.; Fraser, Maya S.; Fullman, Nancy; Gething, Peter W.; Goldberg, Ellen M.; Graetz, Nicholas; Haagsma, Juanita A.; Hay, Simon I.; Huynh, Chantal; Johnson, Catherine O.; Kassebaum, Nicholas J.; Kinfu, Yohannes; Kulikoff, Xie Rachel (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015" . Lancet . 388 (10053): 1459–1544. doi :10.1016/S0140-6736(16)31012-1 . PMC 5388903 . PMID 27733281 .
↑ Chen, C; Lee, SM; Kim, JW; Shin, JH (July 2018). "Recent Update of Embolization of Postpartum Hemorrhage". Korean journal of radiology . 19 (4): 585–596. doi :10.3348/kjr.2018.19.4.585 . PMID 29962865 .
↑ ଆଧାର ଭୁଲ: ଅଚଳ <ref>
ଚିହ୍ନ;
Sper2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
↑ Vos, Theo; Allen, Christine; Arora, Megha; Barber, Ryan M.; Bhutta, Zulfiqar A.; Brown, Alexandria; Carter, Austin; Casey, Daniel C.; Charlson, Fiona J.; Chen, Alan Z.; Coggeshall, Megan; Cornaby, Leslie; Dandona, Lalit; Dicker, Daniel J.; Dilegge, Tina; Erskine, Holly E.; Ferrari, Alize J.; Fitzmaurice, Christina; Fleming, Tom; Forouzanfar, Mohammad H.; Fullman, Nancy; Gething, Peter W.; Goldberg, Ellen M.; Graetz, Nicholas; Haagsma, Juanita A.; Hay, Simon I.; Johnson, Catherine O.; Kassebaum, Nicholas J.; Kawashima, Toana; Kemmer, Laura (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015" . Lancet . 388 (10053): 1545–1602. doi :10.1016/S0140-6736(16)31678-6 . PMC 5055577 . PMID 27733282 .
↑ ଆଧାର ଭୁଲ: ଅଚଳ <ref>
ଚିହ୍ନ;
GBD2016De
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
↑ Say, Lale; Chou, Doris; Gemmill, Alison; Tunçalp, Özge; Moller, Ann-Beth; Daniels, Jane; Gülmezoglu, A Metin; Temmerman, Marleen; Alkema, Leontine (2014). "Global causes of maternal death: a WHO systematic analysis" . The Lancet Global Health . 2 (6): e323–e333. doi :10.1016/S2214-109X(14)70227-X . ISSN 2214-109X . PMID 25103301 .