Clinical data | |
---|---|
Trade names | Analpram, Fleet Pain-Relief, Itch-X, Preparation H, others |
Synonyms | Pramoxine, pramoxine HCI |
AHFS/Drugs.com | monograph |
MedlinePlus | a682429 |
Routes of administration | Topical, rectal, Vaginal |
Legal status | |
Legal status |
|
Identifiers | |
| |
ECHA InfoCard | 100.004.933 |
Chemical and physical data | |
Formula | C17H27NO3 |
Molar mass | ୨୯୩.୪୧ g·mol−1 |
3D model (JSmol) | |
| |
| |
(verify) |
ପ୍ରାମୋକେନ (ଇଂରାଜୀ ଭାଷାରେ Pramocaine), ଯାହାକୁ ପ୍ରାମୋକ୍ସାଇନ (pramoxine) ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଅର୍ଶ କିମ୍ବା କୀଟ କାମୁଡ଼ାରେ ହେଉଥିବା ଯନ୍ତ୍ରଣା ଏବଂ ଗଲୁର ଉପଶମ କରିବା ନିମନ୍ତେ ବ୍ୟବହୃତ ହୁଏ ।[୧] [୨] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧] କର୍ଟିକୋଷ୍ଟିରଏଡ ସହିତ ମିଶ୍ରଣ ଭାବରେ ମଧ୍ୟ ଏହା ମିଳୁଅଛି ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥଳରେ ଜ୍ୱାଳା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ହୋଇପାରେ; ଏହା ସାଧାରଣତଃ ନିରାପଦ ଅଟେ ଯଦିଓ ଅନ୍ୟ ସ୍ଥାନୀୟ ନିଶ୍ଚେତକ ବ୍ୟବହାର କଲେ ପ୍ରତିକ୍ରିୟା ଥାଏ ।[୧] ଏହା ସ୍ନାୟୁକୋଷଗୁଡ଼ିକର କୋଷ ଆବରଣକୁ ଦୃଢ଼ କରିଦିଏ ।[୧]
୧୯୫୩ ମସିହାରେ ପ୍ରାମୋକେନ ବିଷୟ ବର୍ଣ୍ଣନା କରାଯାଇଥିଲା ।[୩] ଏହା କାଉଣ୍ଟର ଉପରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଗୋଟିଏ ଔଷଧ ବୋତଲର ମୂଲ୍ୟ ପ୍ରାୟ ୫ ଡଲାର ଥିଲା ।[୪]