Clinical data | |
---|---|
Trade names | Cerebyx, others |
Synonyms | Fosphenytoin sodium[୧] |
AHFS/Drugs.com | monograph |
MedlinePlus | a604036 |
data |
|
Pregnancy category |
|
Routes of administration | Intravenous, intramuscular |
Legal status | |
Legal status |
|
Pharmacokinetic data | |
Bioavailability | 100% (IM) |
Protein binding | 95–99% |
Metabolism | Liver |
Elimination half-life | 15 minutes to convert to phenytoin |
Excretion | Kidney (as phenytoin) |
Identifiers | |
| |
Chemical and physical data | |
Formula | C16H15N2O6P |
Molar mass | ୩୬୨.୨୮ g·mol−1 |
3D model (JSmol) | |
| |
| |
(verify) |
ଫସଫେନିଟଏନ (ଇଂରାଜୀ ଭାଷାରେ Fosphenytoin), ଅନ୍ୟମାନଙ୍କ ମଧ୍ୟରେ ସେରେବିକ୍ସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ସାଂଘାତିକ ଅପସ୍ମାର ବା ସ୍ଟାଟସ ଏପିଲିପଟିକସର ଚିକିତ୍ସା ଏବଂ ବାତକୁ ରୋକିବା ପାଇଁ ବ୍ୟବହୃତ ହୁଏ । ଫେନିଟଏନ ବଦଳରେ ଏହା ବ୍ୟବହାର କରାଯାଇପାରେ, ଯେଉଁମାନେ ପାଟିରେ ଔଷଧ ଖାଇ ପାରିବେ ନାହିଁ ।[୧] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଆଖି ଦୋଳନ, ଗଲୁ, ନିଦ୍ରାଳୁ ଭାବ ଏବଂ ଖରାପ ସମନ୍ୱୟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ଆଞ୍ଜିଓଇଡିମା ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଫେନିଟଏନର ଏକ ପ୍ରୋଡ୍ରଗ (ନିଷ୍କ୍ରିୟ କିନ୍ତୁ ଦେହରେ ସକ୍ରିୟ) ଏବଂ ସୋଡିଅମ୍ ଚ୍ୟାନେଲଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧] [୨]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫସଫେନିଟଏନ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଜ୍ୟରେ ଏକ ୭୫୦ ମିଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୪୦ ପାଉଣ୍ଡ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୪ ଡଲାର ଅଟେ ।[୪]