Phulera | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Jaipur |
Elevation | 387 m (1,270 ft) |
Population (2001) | |
• Total | ୨୧,୬୩୯ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଫୁଲେରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଜଇପୁର୍ ଜିଲ୍ଲାରେ ଅବସ୍ଥିତ ।
ଫୁଲେରା ୨୬.୮୭୪୦ ଉତ୍ତର ଅକ୍ଷାଂଶ ଓ ୭୫.୨୪୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୩୬ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫୁଲେରା ସହରର ମୋଟ ଜନସଂଖ୍ୟା ୨୧୬୩୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୩% ଜଣ ପରୁଷ ହୋଇଥିବା ବେଳେ ୪୭.୮୭% ଜଣ ନାରୀ ଅଟନ୍ତି । ଫୁଲେରାର ସାକ୍ଷରତା ହାର ୭୨.୮୮% ଅଟେ । ଏହା ଜାତୀୟ ହାରଠାରୁ ୮.୦୪% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୩% ପ୍ରତିଶତ ପୁରୁଷ ଓ ୨୯.୭୫% ନାରୀ ଅଟନ୍ତି । ୧୩.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ଫୁଲେରାର ସରକାରୀ ଭାଷା ଅଟେ ।