![]() | |
Clinical data | |
---|---|
Synonyms |
|
data |
|
Routes of administration | By mouth |
ATC code | |
Legal status | |
Legal status | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.207.619 |
Chemical and physical data | |
Formula | C12H13N3O3S |
Molar mass | ୨୭୯.୩୧ g·mol−1 |
3D model (JSmol) | |
| |
|
ଫେକ୍ସିନିଡାଜୋଲ ଏକ ଔଷଧ ଯାହା ଟ୍ରିପାନୋସୋମା ବ୍ରୁସେଇ ଗାମ୍ବିଏନ୍ସଦ୍ୱାରା ହେଉଥିବା ଆଫ୍ରିକୀୟ ଟ୍ରାଇପାନୋସୋମାସିସ୍ (ଶୋଇବା ରୋଗ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୩] ଏହା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରୋଗ ବିରୁଦ୍ଧରେ ପ୍ରଭାବଶାଳୀ ହୁଏ | [୪] ଚାଗାସ୍ ରୋଗରେ ଏହାର ବ୍ୟବହାରକୁ ମଧ୍ୟ କିଛି ସମର୍ଥନ କରେ | [୫] ଏହା ପାଟିରେ ଦିଆଯାଏ | [୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡବିନ୍ଧା ଏବଂ ଶୋଇବାରେ ଅସୁବିଧା ହୋଇପାରେ | [୭] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ବିସ୍ତାର (QT), ସାଇକୋସିସ୍ ଏବଂ ନିମ୍ନ ଶ୍ୱେତ ରକ୍ତକଣିକା ହୋଇପାରେ | [୮] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ଅଟେ | [୯] ଆଣ୍ଟିପାରାସାଇଟିକ ଓ ନାଇଟ୍ରୋଇମିଡାଜୋଲ ଶ୍ରେଣୀରେ ଫେକ୍ସିନିଡାଜୋଲ ଅଛି | [୫] ପରଜୀବୀମାନଙ୍କ ମଧ୍ୟରେ ଥିବା କିଛି ଏଞ୍ଜାଇମର ପରିବର୍ତ୍ତନ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ଯାହାଦ୍ୱାରା ସେମାନଙ୍କର ମୃତ୍ୟୁ ଘଟିଥାଏ। [୧୦]
ଫେକ୍ସିନିଡାଜୋଲକୁ ପ୍ରଥମେ ୧୯୭୮ ମସିହାରେ ବର୍ଣ୍ଣନା କରାଯାଇଥିଲା |[୧୧] ୨୦୧୮ ମସିହାରେ ୟୁରୋପିଆନ ମେଡିସିନ ଏଜେନ୍ସି ଏହା ବିଷୟରେ ଏକ ସକରାତ୍ମକ ମତ ଏଇଥିଲେ । [୭] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[୧୨] ଶୋଇବା ରୋଗ ବିଷୟରେ ବିକାଶ ପାଇଁ ଅବହେଳିତ ରୋଗ ପାଇଁ ଔଷଧ ଓ ସାନୋଫିଙ୍କଦ୍ୱାରା ଅର୍ଥ ପ୍ରଦାନ କରାଯାଇଥିଲା | [୧୩]
{{cite journal}}
: Cite journal requires |journal=
(help)