![]() | |
Clinical data | |
---|---|
Trade names | Uloric, Febuday, Adenuric, others |
AHFS/Drugs.com | monograph |
MedlinePlus | a609020 |
data |
|
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ~49% absorbed |
Protein binding | ~99% to albumin |
Metabolism | via CYP1A2, 2C8, 2C9, UGT1A1, 1A3, 1A9, 2B7 |
Elimination half-life | ~5-8 hours |
Excretion | Urine (~49% mostly as metabolites, 3% as unchanged drug); feces (~45% mostly as metabolites, 12% as unchanged drug) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.207.329 |
Chemical and physical data | |
Formula | C16H16N2O3S |
Molar mass | 316.374 g/mol |
3D model (JSmol) | |
| |
| |
![]() ![]() |
ଫେବୁକ୍ସୋସ୍ଟାଟ (ଇଂରାଜୀ ଭାଷାରେ Febuxostat, ଏକ ବିକ୍ରୟ ନାମ ୟୁଲୋରିକ/ Uloric) ଏକ ଔଷଧ ଯାହା ଅଧିକ ୟୁରିକ ଏସିଡ ସ୍ତର high uric acid levels| ସହିତ ଥିବା ଗାଉଟ୍ ରୋଗର ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଆଲୋପ୍ୟୁରିନଲ (allopurinol) ଔଷଧ ନେବା ସମ୍ଭବ ହେଉନଥିବା ରୋଗୀଙ୍କୁ ଏହା ଦିଆଯାଏ ।[୨][୩] ଏହି ଔଷଧ ଦେବା ଆରମ୍ଭ କଲାବେଳେ ଗାଉଟ୍ ବଢ଼ି ନଯିବା ପାଇଁ ଏନଏସଏଆଇଡି (NSAIDs) ଦିଆଯାଏ ।[୧][୩] ଏହା ପାଟିରେ ଦିଆଯାଏ । [୧]
ଫେବୁକ୍ସୋସ୍ଟାଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅଇ, ଗଣ୍ଠି ଯନ୍ତ୍ରଣା ଓ ରାସ୍ ହୋଇପାରେ । [୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲୋପ୍ୟୁରିନଲ, ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ଓ ଆନାଫାଇଲାକ୍ସିସ ଭଳି ମୃତ୍ୟୁ ସଙ୍କଟ ରହିପାରେ ।[୩][୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦେବା ବିଧେୟ ନୁହେଁ ।[୩] ଏହ ଜାନ୍ଥିନ ଅକ୍ସିଡେଜ (xanthine oxidase) ଅବରୋଧ କରି ୟୁରିକ ଏସିଡ (uric acid) ଉତ୍ପାଦନ କମେଇଦିଏ । [୧]
ଫେବୁକ୍ସୋସ୍ଟାଟ ସନ ୨୦୦୮ରେ ୟୁରୋପ ୟୁନିଅନରେ ଓ ସନ ୨୦୦୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪][୧] ସନ ୨୦୧୯ ସୁଦ୍ଧା ଏହାର ଜେନେରିକ (generic medication) ଔଷଧ ନାହିଁ ।[୩] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୨୦ ଆମେରିକୀୟ ଡଲାର ।[୫]