![]() | |
![]() | |
Clinical data | |
---|---|
Trade names | Lexiva, Telzir |
AHFS/Drugs.com | monograph |
MedlinePlus | a604012 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | Unknown |
Protein binding | 90% |
Metabolism | Hydrolysed to amprenavir and phosphate in GI tract epithelium |
Elimination half-life | 7.7 hours |
Excretion | Fecal (as metabolites of amprenavir) |
Identifiers | |
| |
Chemical and physical data | |
Formula | C25H36N3O9PS |
Molar mass | 585.608 g/mol 623.700 g/mol (calcium salt) |
3D model (JSmol) | |
| |
| |
(verify) |
ଫୋସାମପ୍ରେନାଭିର (ଇଂରାଜୀ ଭାଷାରେ Fosamprenavir), ଲେକ୍ସିଭା ଏବଂ ତେଲଜିର ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[୧] ଏହା ଅନ୍ୟାନ୍ୟ ଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ, ସାଧାରଣତଃ କମ୍ ରିଟୋନାଭିର ପରିମାଣ ସହିତ । [୨] ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ସଲଫୋନାମାଇଡ୍ ଆଲର୍ଜି, ଉଚ୍ଚ ରକ୍ତ ଶର୍କରା, ପ୍ରତିରକ୍ଷା ପୁନଃନିର୍ମାଣ ସିଣ୍ଡ୍ରୋମ, ଅସ୍ୱାଭାବିକ ଲିପିଡ ଏବଂ ବୃକ୍କ ପଥର ରୋଗ ହୋଇପାରେ । ଗର୍ଭାବସ୍ଥାରେ ଏହା ବ୍ୟବହୃତ ହୁଏ କିନ୍ତୁ ଏହାର ସୁରକ୍ଷା ଅସ୍ପଷ୍ଟ ରହିଛି | [୩] ଏହା ଆମ୍ପ୍ରେନାଭିରର ପ୍ରୋ-ଡ୍ରଗ୍ ଓ ଏକ ପ୍ରୋଟିଏଜ ନିରୋଧକ ଅଟେ । [୨]
୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫୋସାମପ୍ରେଭିର ଅନୁମୋଦିତ ହୋଇଥିଲା ।[୧] [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ବାବଦ ୨୦୨୧ ସୁଦ୍ଧା ପ୍ରାୟ ୨୬୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।