![]() | |
Clinical data | |
---|---|
Trade names | Androxy, Halotestin, Ora-Testryl, Ultandren, others |
Synonyms | Fluoxymestrone; Androfluorene; NSC-12165 |
AHFS/Drugs.com | monograph |
MedlinePlus | a682690 |
Pregnancy category |
|
Routes of administration | By mouth[୧] |
Legal status | |
Legal status |
|
Pharmacokinetic data | |
Bioavailability | By mouth: 80%[୩] |
Metabolism | Liver (6β-hydroxylation, 5α- and 5β-reduction, 3α- and 3β-keto-oxidation, 11β-hydroxy-oxidation)[୨] |
Metabolites | • 5α-Dihydrofluoxymesterone[୨] • 11-Oxofluoxymesterone[୨] |
Elimination half-life | 9.2 hours[୪][୫] |
Excretion | Urine (<5% unchanged)[୩][୨] |
Identifiers | |
| |
ECHA InfoCard | 100.000.875 |
Chemical and physical data | |
Formula | C20H29FO3 |
Molar mass | ୩୩୬.୪୫ g·mol−1 |
3D model (JSmol) | |
| |
| |
(verify) |
ଫ୍ଲୁଅକ୍ସିମେଷ୍ଟେରନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଣ୍ଡ୍ରୋକ୍ସି, ହେଉଛି ଏକ ଔଷଧ ଯାହା ପୁରୁଷମାନଙ୍କର କମ୍ ଟେଷ୍ଟୋଷ୍ଟେରନ୍ ଥିଲେ, ବାଳକମାନଙ୍କ ବିଳମ୍ବିତ ଯୌନାବସ୍ଥା ଏବଂ ମହିଳାମାନଙ୍କ ସ୍ତନ କର୍କଟ ରୋଗ ଥିଲେ ବ୍ୟବହୃତ ହୁଏ ।[୬] ଏହା ପାଟିରେ ଦିଆଯାଏ ।[୬]
ମହିଳାମାନଙ୍କର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ରଣ, କେଶ ବୃଦ୍ଧି, ସ୍ୱର ପରିବର୍ତ୍ତନ, ଏବଂ ଆକ୍ରମଣାତ୍ମକତା ଭାବନା ବୃଦ୍ଧି ପାଇଥିବାବେଳେ ପୁରୁଷମାନଙ୍କ ମଧ୍ୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନ ବୃଦ୍ଧି ଏବଂ ଅଧିକ ଲିଙ୍ଗ ଉତ୍ଥାନ ହୋଇପାରେ ।[୬][୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତର କ୍ଷତି, ହୃଦ୍ପାତ, ଉଚ୍ଚ ରକ୍ତ କ୍ୟାଲସିଅମ୍ ସ୍ତର ଏବଂ ପ୍ରିଆପିଜ୍ମ ହୋଇପାରେ ।[୬] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୬] ଏହା ଏକ ଉତ୍ପାଦିତ ଆଣ୍ଡ୍ରୋଜେନ୍ ଏବଂ ଆନାବୋଲିକ୍ ସ୍ଟିରଏଡ ।[୬]
୧୯୫୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଫ୍ଲୁକ୍ସିମେଷ୍ଟେରନ୍ ଅନୁମୋଦିତ ହୋଇଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହାର ୧୦ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ପ୍ରାୟ ୪୧୫ ଡଲାର ।[୭] ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ମଧ୍ୟ ଏହା ବ୍ୟବହୃତ ହୁଏ ।[୬] ଅନେକ ଦେଶରେ ଔଷଧ ଏକ ନିୟନ୍ତ୍ରିତ ପଦାର୍ଥ ଯେପରିକି ଅଣ-ଚିକିତ୍ସା ବ୍ୟବହାର ମଧ୍ୟ ସାଧାରଣତଃ ଅବୈଧ ଅଟେ ।[୧]