ଫ୍ଲୁଓସିନୋଲୋନ Trade names Synalar, Iluvien, others Synonyms Fluocinolone acetonide AHFS /Drugs.com Topical: monograph Eyes: monograph Routes of administration Topical Legal status
AU : S4 (Prescription only)
UK : POM (Prescription only)
US : ℞-only
℞ (Prescription only)
Metabolism Liver , CYP3A4 -mediatedElimination half-life 1.3 to 1.7 hours
(6S ,8S ,9R ,10S ,11S ,13S ,14S ,16R ,17S )-6,9-Difluoro-11,16,17-trihydroxy-17-(2-hydroxyacetyl)-10,13-dimethyl-6,7,8,11,12,14,15,16-octahydrocyclopenta[a ]phenanthren-3-one
ECHA InfoCard 100.011.239 Formula C 24 H 30 F 2 O 6 Molar mass ୪୫୨.୪୯ g·mol−1 3D model (JSmol )
O=C\1\C=C5/[C@@](/C=C/1)(C)[C@]2(F)[C@H]([C@H]3[C@](C[C@@H]2O)([C@@]4(OC(O[C@@H]4C3)(C)C)C(=O)CO)C)C[C@@H]5F
InChI=1S/C24H30F2O6/c1-20(2)31-19-9-13-14-8-16(25)15-7-12(28)5-6-21(15,3)23(14,26)17(29)10-22(13,4)24(19,32-20)18(30)11-27/h5-7,13-14,16-17,19,27,29H,8-11H2,1-4H3/t13-,14-,16-,17-,19+,21-,22-,23-,24+/m0/s1
Y Key:FEBLZLNTKCEFIT-VSXGLTOVSA-N
Y
ଫ୍ଲୁଓସିନୋଲୋନ (ଇଂରାଜୀ ଭାଷାରେ Fluocinolone ), ଅନ୍ୟମାନଙ୍କ ମଧ୍ୟରେ ସିନାଲାର ଏହାର ଏକ ବିକ୍ରୟ ନାମ, ହେଉଛି ଏକ ପ୍ରକାର କର୍ଟିକୋଷ୍ଟିରଏଡ ଔଷଧ ।[ ୧] ଚର୍ମ ପ୍ରଦାହ ଏବଂ ସୋରିଆସିସ ରୋଗମାନଙ୍କର ଚିକିତ୍ସା ପାଇଁ ଏହା ଚର୍ମରେ ପ୍ରୟୋଗ କରାଯାଏ ।[ ୨] ମଧୁମେହ ମାକୁଲାର ଇଡିମା କାରଣରୁ ୟୁଭିଆଇଟିସ ଏବଂ ଦୃଷ୍ଟି ଶକ୍ତି ସମସ୍ୟାମାନଙ୍କର ଚିକିତ୍ସା କରିବା ପାଇଁ ଏହା ଆଖି ମଧ୍ୟରେ ପ୍ରତିରୋପଣ ଭାବରେ ବ୍ୟବହୃତ ହୁଏ ।[ ୨] [ ୧]
ଚର୍ମରେ ପ୍ରୟୋଗ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଶୁଷ୍କ ଚର୍ମ, ଲୋମ କୂପ ପ୍ରଦାହ , ବ୍ରଣ , ପିଗମେଣ୍ଟେସନ ହ୍ରାସ, ଚର୍ମ ଆଟ୍ରୋଫି ଏବଂ ସଂକ୍ରମଣ ହୋଇପାରେ ।[ ୩] ଆଖିରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଚାପ ବୃଦ୍ଧି , ଆଖି ଯନ୍ତ୍ରଣା, କଞ୍ଜକ୍ଟିଭାଲ୍ ରକ୍ତସ୍ରାବ , ଅସ୍ପଷ୍ଟ ଦୃଷ୍ଟି ଏବଂ ଶୁଖିଲା ଆଖି ହୋଇପାରେ ।[ ୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ମୋତିଆବିନ୍ଦୁ , ନେତ୍ରପଟଳ ସ୍ଖଳନ ଏବଂ ଆଖିରେ ସଂକ୍ରମଣ ହୋଇପାରେ ।[ ୧] ପ୍ରଦାହ ହ୍ରାସ କରି ଏହା କାମ କରେ ।[ ୩]
ଫ୍ଲୁଓସିନୋଲୋନ ପ୍ରଥମେ ୧୯୫୯ ମସିହାରେ ତିଆରି ହୋଇଥିଲା ।[ ୪] ୧୯୬୧ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[ ୫] ଯୁକ୍ତରାଜ୍ୟରେ ଏକ ୬୦ ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ଏବଂ ୨୦୨୧ ସୁଦ୍ଧା ଆଖିରେ ରଖିବା ପାଇଁ ପ୍ରାୟ ୫,୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[ ୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ଯଥାକ୍ରମେ ୩୦ ଏବଂ ୯୨୦୦ ଡଲାର ଅଟେ ।[ ୬] [ ୭]
↑ ୧.୦ ୧.୧ ୧.୨ ୧.୩ "Fluocinolone (EENT) Monograph for Professionals" . Drugs.com (in ଇଂରାଜୀ). Archived from the original on 27 November 2021. Retrieved 12 December 2021 .
↑ ୨.୦ ୨.୧ ୨.୨ BNF 81: March-September 2021 . BMJ Group and the Pharmaceutical Press. 2021. pp. 1236, 1291. ISBN 978-0857114105 .
↑ ୩.୦ ୩.୧ "Fluocinolone (Topical) Monograph for Professionals" . Drugs.com (in ଇଂରାଜୀ). Archived from the original on 27 November 2021. Retrieved 14 December 2021 .
↑ J S Mills, A. Bowers, Carl Djerassi and H.J. Ringold, Steroids CXXXVII. Synthesis of a New Class of Potent Cortical Hormones. 6α,9α-Difluoro-16α-Hydroxyprednisolone and its Acetonide, Journal of the American Chemical Society, 80, 3399-3404 (1960)
↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 485. ISBN 9783527607495 . Archived from the original on 2020-08-01. Retrieved 2021-12-12 .
↑ "Fluocinolone Prices, Coupons & Savings Tips - GoodRx" . GoodRx . Retrieved 14 December 2021 .
↑ "Iluvien Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 21 April 2021. Retrieved 14 December 2021 .