![]() | |
![]() | |
Clinical data | |
---|---|
Trade names | Aerospan, Aerobid, Nasalide, Nasarel, others |
Synonyms | 6α-Fluoro-11β,16α,17,21-tetrahydroxypregna-1,4-diene-3,20-dione acetone cyclic 16,17-acetal |
AHFS/Drugs.com | Inahled: monograph Nose: monograph |
MedlinePlus | a681048 |
Routes of administration | Inhaled, in the nose |
Pharmacokinetic data | |
Protein binding | 40% after inhalation |
Elimination half-life | 1.8 hours |
Identifiers | |
| |
ECHA InfoCard | 100.020.177 |
Chemical and physical data | |
Formula | C24H31FO6 |
Molar mass | ୪୩୪.୫0 g·mol−1 |
3D model (JSmol) | |
| |
| |
(verify) |
ହେଉଥିବା
ଫ୍ଲୁନିସୋଲାଇଡ (ଇଂରାଜୀ ଭାଷାରେ Flunisolide), ଅନ୍ୟମାନଙ୍କ ମଧ୍ୟରେ ଏରୋସ୍ପାନ ଏକ ବିକ୍ରୟ ନାମ, ହେଉଛି ଏକ ସ୍ଟିରଏଡ ଔଷଧ ଯାହା ଆଲର୍ଜିକ ନାକ ପ୍ରଦାହ, ଆଜମା ଏବଂ ସେରସ ମଧ୍ୟକର୍ଣ୍ଣ ପ୍ରଦାହ ପାଇଁ ବ୍ୟବହୃତ ହୁଏ । [୧] [୨] ଆଲର୍ଜିକ ନାକ ପ୍ରଦାହର ନିୟନ୍ତ୍ରଣ ପାଇଁ ନାସା ମଧ୍ୟସ୍ଥ ଷ୍ଟେରଏଡ ହେଉଛି ସବୁଠାରୁ ପ୍ରଭାବଶାଳୀ ଔଷଧ ।[୩] ଆଜମା ପାଇଁ ଏହା ପ୍ରଶ୍ୱାସପ୍ରାପ୍ତ ହୁଏ ।
ନାକରେ ବ୍ୟବହାର କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ୟବହୃତ ହେଲେ ଫୋଡ଼ିହୁଏ, ନାକରୁ ରକ୍ତସ୍ରାବ, ଆଖିରେ ଜଳୀୟ ପଦାର୍ଥ ଭର୍ତ୍ତି ହୋଇଥାଏ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । [୨] ପ୍ରଶ୍ୱାସରେ ଔଷଧ ନେଲେ ଅନ୍ୟାନ୍ୟ ସାଧାରଣ ଲକ୍ଷଣ ମଧ୍ୟରେ ଗଳା ପ୍ରଦାହ, ନାକରୁ ପ୍ରବାହ, ମୁଣ୍ଡବିନ୍ଧା, ଘ୍ରାଣ ଶକ୍ତି ନଷ୍ଟ ହେବା ଏବଂ ଆଡ୍ରେନାଲ୍ ଦମନ ହୋଇପାରେ । ଏହାର ଶକ୍ତିଶାଳୀ ଗ୍ଲୁକୋକର୍ଟିକଏଡ୍ ଏବଂ ଦୁର୍ବଳ ମିନେରାଲକର୍ଟିକଏଡ଼ ପ୍ରଭାବ ରହିଛି ଏବଂ ପ୍ରଦାହ ହ୍ରାସ କରି ଏହା କାର୍ଯ୍ୟକ୍ଷମ ହୋଇଥାଏ ।
ଫ୍ଲୁନିସୋଲାଇଡ୍ ୧୯୫୮ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ବୁଡୋସୋନାଇଡର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୫] ଯୁକ୍ତରାଷ୍ଟ୍ରରେ ନାକରେ ସ୍ପ୍ରେ କରିବା ପାଇଁ ୨୫ ମିଲି ଦ୍ରବିଭୂତ ଔଷଧର ମୂଲ୍ୟ ପ୍ରାୟ ୨୬ ଡଲାର ହୋଇଥିବାବେଳେ ୨୦୨୧ ସୁଦ୍ଧା ଆଘ୍ରାଣରେ ନେବା ପାଇଁ ୬୦ ମାତ୍ରାର ମୂଲ୍ୟ ପ୍ରାୟ ୧୦୨ ଡଲାର ଅଟେ ।[୬] [୭]
{{cite journal}}
: Unknown parameter |displayauthors=
ignored (|display-authors=
suggested) (help)