ବଣାଇ ରାଜ୍ୟ ବଣାଇ | |||||
Princely State of British India | |||||
| |||||
![]() | |||||
History | |||||
• | Established | 12th century | |||
• | Accession to the Union of India | 1948 | |||
Area | |||||
• | 1892 | ୮,୯୦୭ km2 (୩,୪୩୯ sq mi) | |||
Population | |||||
• | 1892 | ୨୪,୦୨୬ | |||
Density | ୨.୭ /km2 (୭ /sq mi) | ||||
Rajput Provinces of India - Bonai (Princely State) |
ବଣାଇ ରାଜ୍ୟ (ଓଡ଼ିଆ: ବଣାଇ), ବ୍ରିଟିଶ ଭାରତ ସମୟରେ ଥିବା ଏକ ଭାରତୀୟ ରାଜ୍ୟ । ଏହା ଏକଦା ଛୋଟନାଗପୁର ରାଜ୍ୟ ସମୂହର ଅଂଶ ବିଶେଷ ଥିଲା ଓ ଏହାର ରାଜଧାନୀ ବଣାଇଗଡ[୧]ଠାରେ ଥିଲା । ବର୍ତ୍ତମାନ ଏହା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଅବସ୍ଥିତ । ଏହାର ଆୟତନ 8,907 ବର୍ଗ କିଲୋମିଟର ଓ 1892ରେ ଏହାର ଜନସଂଖ୍ୟା 24,026 ଥିଲା
ପ୍ରାଚୀନ ବଣାଇ ରାଜ୍ୟ 12 ତମ ଶତାବ୍ଦୀରେ ଜଯପୁର କୁଚୱାହ ରାଜପୁତ ବଂଶର ଚାରି ଭାଇଙ୍କ ମଧ୍ୟରୁ ଜଣଙ୍କଦ୍ୱାରାଦ୍ୱାରା ସ୍ଥାପିତ ହେଇଥିଲା । ସେମାନେ ପୁରୀକୁ ତୀର୍ଥ ଯାତ୍ରାରେ ଆସିଥିବା ସମୟରେ ଏହି ଅଞ୍ଚଳକୁ ଅକ୍ତିଆରକୁ ନେଇ ରାଜ୍ୟ ଭାବରେ ସ୍ଥାପନ କରି ରହିଗଲେ । ଆଉ ଜଣେ ଭାଇ ତାଳଚେର ରାଜ୍ୟ ସ୍ଥାପନ କରି ଶାସକ ଭାବେ ରହିଥିବା ଏଲେ ଅନ୍ୟ ଦୁଇ ଭାଇ ନିହତ ହେଇଥିଲେ । [୨]
Tବଣାଇର ଶାସକ ରାଠୋର ରାଜପୁତ ଥିଲେ ଓ ସରେଇକେଲା, ଖରସୁଆ ଓ ରେଢାଖୋଲ ଶାସକ ମାନଙ୍କ ସମ୍ପର୍କିତ ଥିଲେ । 1948 ଏପ୍ରିଲ 15ରେ ବଣାଇର ଶେଷ ଶାସକ ଭାରତୀୟ ରାଷ୍ଟ୍ରାସଙ୍ଘକୁ ନିଜର ରାଜ୍ୟ ସମର୍ପଣ କରିଥିଲେ । [୩]
ବଣାଇ ରାଜ୍ୟର ଶାସକଙ୍କୁ " ରାଜା " ଉପାଧିରେ କୁହାଯାଉଥିଲା । [୪]
![]() ![]() |
This Indian history-related article is a stub. You can help Wikipedia by expanding it. |
![]() |
This political science article is a stub. You can help Wikipedia by expanding it. |