ବାବୁ ଆଇ ଲଭ ୟୁ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଅଜିତ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅମିୟ ରଞ୍ଜନ ପଟ୍ଟନାୟକ |
ସଂଳାପ | ମଳୟ ମିଶ୍ର ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ମଳୟ ମିଶ୍ର ସଞ୍ଜୟ ନାୟକ |
କାହାଣୀ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ଚନ୍ଦନ କର ଅର୍ଚ୍ଚିତା ସାହୁ |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ ଶାମ୍ବା ଶିବା ରାଓ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାବୁ ଆଇ ଲଭ୍ ୟୁ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୀୟ ରଞ୍ଜନ ପଟ୍ଟନାୟକ ।[୧] ସୋମ୍ୟ ରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ମଳୟ ମିଶ୍ର ଓ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଚନ୍ଦନ କର, ଅର୍ଚ୍ଚିତା ସାହୁ, ବିଜୟ ମହାନ୍ତି, ରିମୋହନ ପରିଡ଼ା, ଜୟୀରାମ ସାମଲ, ବିଜୁ ବଡ଼ଜେନା, ପ୍ରେମାଞ୍ଜନ ପରିଡ଼ା, କାନ୍ତ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ସଞ୍ଜୟ ନାୟକ ଓ ମନ୍ମଥ ମିଶର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, କୁମାର ବାପି, ବିଭୁ କିଶୋର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
{{cite news}}
: CS1 maint: unrecognized language (link)