"ବାୟୋସରସ" ଏକ ଅଜଣା ଡାଇନୋସରକୁ ଦିଆଯାଇଥିବା informal ନାମ ଅଟେ । ଏହି ନାମଟିକୁ ଜୀବାଶ୍ମ ବିଜ୍ଞାନୀ ଯଥା- ରୁଡୋଲ୍ଫ୍ କୋଇରା, ଫିଲିପ୍ କ୍ୟୁରୀ, ଏବଂ ପାଉଲିନା କାରବାଜଲ୍ ୨୦୦୬ ମସିହାରେ ଦେଇଥିଲେ । "ବୟୋସରସ" ବିଷୟରେ ବିଭିନ୍ନ ଅନ-ଲାଇନ ଡାଇନୋସର ତାଲିକାରେ ଲେଖା ରହିଛି । [୧][୨][୩] ଏହା ବୋଧହୁଏ Turonian (Late Cretaceous) ସମୟର ଏକ ଆବେଲିସୁରୋଏଡ଼ (abelisauroid) ଥିଲା । ଏହା ଆର୍ଜେଣ୍ଟିନାର Neuquén ଅଞ୍ଚଳରେ ରହୁଥିଲା ବୋଲି ଅନୁମାନ କରାଯାଏ । ଏହାର ଲମ୍ବ ପାଖାପାଖି ୪ ମି. (୧୩ ଫୁଟ) ଥିଲା ।[୪]
{{cite web}}
: Cite has empty unknown parameter: |1=
(help)
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |