ବିପ୍ଳବ ଚାଟାର୍ଜୀ |
---|
୨୦୨୩ ମସିହାର ବିପ୍ଳବ ଚାଟାର୍ଜୀ |
ଜନ୍ମ | (1947-07-08) ୮ ଜୁଲାଇ ୧୯୪୭ (ବୟସ ୭୭) |
---|
ଶିକ୍ଷାନୁଷ୍ଠାନ | ଆନନ୍ଦମୋହନ କଲେଜ କଲିକତା ବିଶ୍ୱବିଦ୍ୟାଳୟ |
---|
ବୃତ୍ତି | ଅଭିନେତା |
---|
ସକ୍ରିୟ ବର୍ଷ | ୧୯୭୦–ଏବେଯାଏଁ |
---|
ରାଜନୈତିକ ଦଳ | Communist Party of India (Marxist) |
---|
ବିପ୍ଲବ ଚାଟାର୍ଜୀ (ଜନ୍ମ: ୮ ଜୁଲାଇ ୧୯୪୭) ଜଣେ ଭାରତୀୟ ଅଭିନେତା ତଥା ଦୂରଦର୍ଶନ ଓ କଥାଚିତ୍ର ନିର୍ଦ୍ଦେଶକ । ସେ ଅଭିନୟ ଜୀବନ ସହିତ ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ ।
ବିପ୍ଲବ ୧୯୭୦ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରତିଧ୍ୱନି, ଯାହାର ନିର୍ଦ୍ଦେଶନା ଦେଇଥିଲେ ସତ୍ୟଜିତ ରାୟ । ବଙ୍ଗଳା କଥାଚିତ୍ର ଜଗତରେ ଖଳନାୟକ ଚରିତ୍ର ପାଇଁ ସେ ଜଣାଶୁଣା ।
ଅଭିନୟ ଜଗତ ବ୍ୟତୀତ ସେ ସମାଜ ସେବା ତଥା ରାଜନୀତିରେ ମଧ୍ୟ ସକ୍ରିୟ ।[୧] ୧୯୯୮ ମସିହରେ, ସେ ରାସବିହାରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ୨୦୦୬ ମସିହାରେ ଅଲିପୁର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ ।[୨][୩]
- ରାଜର୍ କିଟି (୨୦୦)
- ଅସୁର (୨୦୨୦)
- ପ୍ରାଣ୍ ବନ୍ଧୁରେ (୨୦୧୯)
- ଚାମ୍ପ୍ (୨୦୧୭)
- ଏଇ ତ ଜୀବନ (୨୦୧୭)
- ରକ୍ତ (୨୦୧୬)
- ନିର୍ଭୟ (୨୦୧୩)
- ମିସେସ୍ ସେନ୍ (୨୦୧୩)
- ଉଲ୍ଲାସ (୨୦୧୨)
- ଅସ୍ତ୍ର (୨୦୧୨)
- କିଶୋର କନିଆ (୨୦୧୨)
- ଖୋକାବାବୁ (୨୦୧୨)
- ତିନ୍ ୟାରି କଥା (୨୦୧୨)
- ଗୋସୈନବାଗନେର୍ ଭୁତ୍ (୨୦୧୧)
- ତେନିଦା (୨୦୧୧)
- ଶତ୍ରୁ (୨୦୧୧)
- ରୟାଲ୍ ବେଙ୍ଗଲ୍ ରହସ୍ୟ (୨୦୧୧)
- ୱାଣ୍ଟେଡ୍ (୨୦୧୦)
- ବଙ୍ଗାଲ ଘୋଟି ଫଟାଫଟି (ମୁକ୍ତିଲାଭ କରିନାହିଁ) (୨୦୦୯)
- ମାଗ୍ନୋ ମୈନାକ୍ (୨୦୦୯)
- ସେଦିନ ଦୁଜନେ (୨୦୦୮)
- ମାଣିକ
- ଏକ ମୁଟୋ ଛବି
- ତୁଲକାଲାମ (୨୦୦୭) |
- କୈଲାଶେ କେଲେଙ୍କାରୀ (୨୦୦୭)
- ଜରା ବ୍ରିଷ୍ଟିତେ ଭିଜେଛିଲୋ (୨୦୦୭)
- ରେଫ୍ୟୁଜୀ (୨୦୦୬)
- ଅଗ୍ନିପଥ (୨୦୦୫)
- ପରିନୀତା (୨୦୦୫)
- ରାଜମହଲ (୨୦୦୫)
- ପାରିବାର (୨୦୦୪)
- ସ୍ୱପ୍ନ ଦେଖା ରାଜକନ୍ୟା (୨୦୦୪)
- ପାତାଲଘର (୨୦୦୩)
- ମନର୍ ମାଝେ ତୁମି (୨୦୦୩)
- ଦେଖା (୨୦୦୧)
- ଜୀବନ୍ ନିୟେ ଖେଲା (୧୯୯୯)
- ଲାଲ୍ ଦର୍ଜା (୧୯୯୭)
- ଫିରିୟେ ଦାଓ (୧୯୯୪)
- ରକ୍ତେ ଲେଖା (୧୯୯୨)
- ଇଷ୍ଟ ବେଙ୍ଗାଲର୍ ଚେଲେ (୧୯୮୯)
- ବାଘ୍ ବାହାଦୂର୍ (୧୯୮୯) (ହିନ୍ଦୀ)
- ହିରେର୍ ଶିକଲ୍ (୧୯୮୮)
- ପ୍ରତିକାର (୧୯୮୭)
- ଫଟିକ୍ ଚାନ୍ଦ୍ (୧୯୮୩) ଶ୍ୟାମଲାଲ୍ ଭାବରେ |
- ସୂର୍ଯ୍ୟ ସାକ୍ଷୀ (୧୯୮୧)
- ବଞ୍ଚାରାମେର ବେଗାନ (୧୯୮୦)
- ଏକ୍ ଦିନ୍ ପ୍ରତିଦିନ (୧୯୭୯)
- ସବୁଜ ଦ୍ୱିପର ରାଜା (୧୯୭୯)
- ଜୟ ବାବା ଫେଲୁନଥ (୧୯୭୮)
- ଚାରମୂର୍ତ୍ତି (୧୯୭୮)
- ଦିନ୍ ଆମଦେର୍ (୧୯୭୭)
- ଖୁଞ୍ଜେୟ ବେରାଇ (୧୯୭୧)
- ପ୍ରତିଧ୍ୱନି (୧୯୭୦)
- ଚୋର ଓ ଭଗବାନ୍ (୨୦୦୩)
- ତୋମାର ଆମାର ପ୍ରେମ୍ (୧୯୯୮)
- ବିଦ୍ରୋହିନି (୧୯୯୪)
- ପ୍ରଜାପତି (୧୯୯୩)
- ଅଭିମନ୍ୟୁ (୧୯୯୦)
- ୨୦୦୫: ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନଦ୍ୱାରା ଶ୍ରେଷ୍ଠ ସହ-ଅଭିନେତା
- ୧୯୯୭: ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନଦ୍ୱାରା ଶ୍ରେଷ୍ଠ ସହ-ଅଭିନେତା