ବୀଜଗଣିତ ଭାରତୀୟ ପ୍ରାଚୀନ ଗଣିତ ବିଶାରଦ ଭାସ୍କରଙ୍କ ସୃଷ୍ଟି । ତାଙ୍କର ମୂଳ ସଂସ୍କୃତ ରଚନା ' ସିଦ୍ଧାନ୍ତ ଶିରୋମଣି ' ସହିତ ଲୀଳାବତୀ , ଗୃହାଗଣିତ ଓ ଗୋଲାରଧ୍ୟୟର ସମ୍ମିଶ୍ରଣରେ ବୀଜଗଣିତର ସୃଷ୍ଟି ।
ସମୁଦାୟ ପୁସ୍ତକର ବିଷୟବସ୍ତୁ ୬ ଭାଗରେ ବିଭକ୍ତ । ଏହା ମୁଖ୍ୟତଃ ବିଷମ ସମୀକରଣ ( indeterminate equations), ଚତୁର୍ଦିଗୀୟ ସମୀକରଣ (quadratic equations) ,ସରଳ ସମୀକରଣ ( simple equations), ଇତ୍ୟାଦି ଅନ୍ତର୍ଭୁକ୍ତ . ବିଷୟ ବସ୍ତୁଗୁଡ଼ିକ ନିମ୍ନ ପ୍ରକାର
ବୀଜଗଣିତରେ ଭାସ୍କର II ଜୟଦେବଙ୍କଦ୍ୱାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣର ସମାଧାନ ସୂତ୍ରକୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣର Cyclic ବା ଚକ୍ରବାଳ ପଦ୍ଧତିର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟାର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା ।
ବୀଜଗଣିତର ସମୀକରଣ ଓ ତାହାର ସମାଧାନ ଇଂରେଜୀରେ ଅନୁଦିତ ହେଇଥିଲା
ବାରାଣାଶିର ଦୁଇଜଣ ବିଦ୍ୱାନ ସୁଧାକର ଦ୍ୱିବେଦୀ ଓ ବପୁଦେବ ଶାସ୍ତ୍ରୀ ୧୯ ଶ ଶତାବ୍ଦୀରେ ବୀଜଗଣିତ ଉପରେ ବିଶଦ୍ ତର୍ଜମା କରିଥିଲେ ।
{{citation}}
: More than one of |ISBN=
and |isbn=
specified (help){{citation}}
: |volume=
has extra text (help)