ବେଦାଙ୍ଗଦାସ ମହାନ୍ତି ଜଣେ ଓଡ଼ିଆ ଓ ପ୍ରଫେସର । ସେ ଓଡ଼ିଶାର ଭୁବନେଶ୍ୱରରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନଠାରେ ପ୍ରାକୃତିକ ବିଜ୍ଞାନ ବିଭାଗର ପ୍ରଫେସର । ୨୦୧୫ରେ ପ୍ରାକୃତିକ ବିଜ୍ଞାନ ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର "ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" ବିଜେତା ।[୧] [୨] [୩] ଦାସ ଏକ୍ସପେରିମେଣ୍ଟାଲ ହାଇ ଏନର୍ଜି ଫିଜିକ୍ସ (experimental high energy physics) ଉପରେ ଗବେଷଣା କରୁଛନ୍ତି । ତାଙ୍କର ଅନ୍ୟାନ୍ୟ ଗବେଷଣା କ୍ୱାଣ୍ଟମ ମେକାନିକ୍ସ ଓ ଆପେକ୍ଷିକତା ଆଦି ବିଷୟରେ ।[୪]
ବେଦାଙ୍ଗଦାସ ମହାନ୍ତି ଓଡ଼ିଶାରେ ଜନ୍ମ ନେଇଥିଲେ ।
ଦାସ ଭୁବନେଶ୍ୱରର ଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରୁ ୨୦୦୨ ମସିହାରେ ପିଏଚଡ଼ି ସମ୍ମାନ ଲାଭ କରିଥିଲେ । ସେ କଲିକତାର ଭେରିଅବଲ ଏନର୍ଜି ସେଣ୍ଟରଠାରେ ୨୦୦୨ରୁ ୨୦୦୩ ମଧ୍ୟରେ ଡିଏଇ କେଏସ କୃଷ୍ଣନ ଫେଲୋ ଭାବେ କାମ କରୁଥିଲେ । ପରେ ୨୦୦୪ରୁ ୨୦୧୨ ଯାଏ ସେ ସେଠାରେ ସାଇଣ୍ଟିଫିକ ଅଫିସର ଭାବେ କାମ କରୁଥିଲେ । ୨୦୦୬ରୁ ୨୦୦୭ ଭିତରେ ସେ ଆମେରିକାର ଲରେନ୍ସ ବର୍କଲି ନ୍ୟାସନାଲ ଲାବୋରୋଟୋରିଠାରେ ପୋଷ୍ଟ-ଡକ୍ଟରାଲ ଫେଲୋ ଭାବେ କାମ କରୁଥିଲେ ।[୫]
- ୨୦୧୪ ପରଠାରୁ: ALICE ପରୀକ୍ଷଣ, ଲାର୍ଜ ହାଡ୍ରନ କଲିଡର ଫାସିଲିଟି (Large Hadron Collider Facility), CERN, ଜେନେଭାଠାରେ ନିର୍ବାଚିତ ସଦସ୍ୟ
- ୨୦୧୧-୨୦୧୪: ଡେପୁଟି ସ୍ପୋକ୍ସପର୍ସନ, ରିଲେଟିଭିଷ୍ଟିକ ହେଭି ଆଇରନ କଲିଡର ଫାଲିସିଟି ଷ୍ଟାର ଏକ୍ସପେରିମେଣ୍ଟ (Relativistic Heavy Ion Collider Facility), ବ୍ରୁକହାଭେନ ନ୍ୟାସନାଲ ଲାବୋରୋଟୋରି (Brookhaven National Laboratory), ନିଉ ୟର୍କ, ଆମେରିକା
- ୨୦୧୦-୨୦୧୧: SwarnaJayanti Fellowship - Department of Science and Technology, Govt. of. India
- ୨୦୧୦: Outstanding Research Investigator award - DAE-Science Research Council Fellowship - Govt. of India
- ୨୦୦୮-୨୦୧୧: Physics Coordinator STAR Experiment, Brookhaven National Laboratory, New York, USA
- ୨୦୦୬: Young Scientist award – Department of Atomic Energy, Govt. of India
- ୨୦୦୩: Associate of Indian Science Academy, Bangalore
- ୨୦୦୩: INSA Young Scientist medal – Indian National Science Academy, New Delhi
- ୨୦୦୨: Best thesis award in nuclear physics, Indian Physics Association
- ୨୦୦୨: Dr. K. S. Krishnan Fellowship – Department of Atomic Energy and Board of Research in Nuclear Sciences, Govt. of India
- ୧୯୯୭: L. K. Panda Award, Institute of Physics, Bhubaneswar
- ୧୯୯୬: University Gold Medal, Utkal University, Bhubaneswar
- ୧୯୯୪: Best Graduate Trophy for all streams in Bachelor program, Utkal University
- Energy Dependence of Moments of Net-Proton Multiplicity Distributions at RHIC; Phys. Rev. Lett., 112, 032302 (2014)[୫]
- Observation of an Energy-Dependent Difference in Elliptic Flow between Particles and Antiparticles in Relativistic Heavy Ion Collisions. Phys.Rev.Lett., 110, 142301 (2013)[୫]
- Scale for the Phase Diagram of Quantum Chromodynamics. Science 332 (2011) 1525[୫]
- Observation of the antimatter helium-4 nucleus. Nature 473 (2011) 353[୫]
- Disoriented chiral condensate: theory and experiment. Phys.Rept. 414 (2005) 263[୫]