ବୈଷ୍ଣବୀ ଗନାତ୍ରା |
---|
ଜାତୀୟତା | ଭାରତୀୟ |
---|
ବୃତ୍ତି | ଅଭିନେତ୍ରୀ |
---|
ବୈଷ୍ଣବୀ ଗନାତ୍ରା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଓ ହିନ୍ଦୀ ୱେବ୍ ସିରିଜ୍ ଆଦିରେ କାମ କରନ୍ତି ।[୧][୨] ସେ ହାମାରି ୱାଲି ଗୁଡ୍ ନ୍ୟୁଜ୍,[୩] ରକ୍ଷାବନ୍ଧନ- ରସାଲ ଅପନେ ଭାଇ କି ଢାଲ,[୪] ୱୋ ତୋ ହୈ ଆଲବେଲା, ମୌକା-ଏ-ବାରଦାତ, ତେରୀ ମେରୀ ଡୋରିଆଁ ଏବଂ ନାଗିନ୍ ୬ ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ସହିତ ହିନ୍ଦୀ ୱେବ୍ ସିରିଜ୍ ଅଭୟର ୨ୟ ଭାଗରେ ଅଭିନୟ କରିଥିଲେ । ୨୦୨୨ ମସିହାରେ ସେ ଅକ୍କିନେନି ନାଗାର୍ଜୁନଙ୍କ ଅଭିନୀତ କଥାଚିତ୍ର ଦ ଘୋଷ୍ଟ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]
ବର୍ଷ
|
କଥାଚିତ୍ର
|
ଭୂମିକା
|
ଭାଷା
|
ଆଧାର
|
୨୦୨୨
|
ଦ ଘୋଷ୍ଟ
|
ହ୍ରିତି
|
ତେଲୁଗୁ
|
|
ବର୍ଷ
|
କାର୍ଯ୍ୟକ୍ରମ
|
ଭୂମିକା
|
ଚ୍ୟାନେଲ୍
|
ଆଧାର
|
୨୦୨୦
|
ହାମାରି ୱାଲି ଗୁଡ୍ ନ୍ୟୁଜ୍
|
ଆଞ୍ଚଲ ମିଶ୍ର
|
ଜି ଟିଭି
|
|
୨୦୨୧
|
ମୌକା-ଏ-ବାରଦାତ୍
|
ମୀନୁ ବର୍ମା
|
ଆଣ୍ଡ ଟିଭି
|
|
ରକ୍ଷାବନ୍ଧନ- ରସାଲ ଅପନେ ଭାଇ କି ଢାଲ
|
କନକ ଶିବରାଜ ସିଂହ
|
ଦଙ୍ଗଲ
|
|
୨୦୨୨
|
ୱୋ ତୋ ହୈ ଆଲବେଲା
|
ପ୍ରିୟା ଶର୍ମା
|
ଷ୍ଟାର୍ ଭାରତ
|
|
୨୦୨୩
|
ତେରୀ ମେରୀ ଡୋରିଆଁ
|
ଏକମ କୌର ବ୍ରାର୍
|
ଷ୍ଟାର୍ ପ୍ଲସ୍
|
|
ନାଗିନ୍ ୬
|
ଟିନା ଆହଲୱାଟ୍
|
କଲର୍ସ ଟିଭି
|
|
ବର୍ଷ
|
ସିରିଜ୍
|
ଭୂମିକା
|
ଭାଷା
|
ଆଧାର
|
୨୦୨୦
|
ଅଭୟ ୨
|
ଶିଶୁ ସୋନମ
|
ହିନ୍ଦୀ
|
|