Clinical data | |
---|---|
Trade names | Bosulif |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 94–96% |
Metabolism | By CYP3A4, to inactive metabolites |
Elimination half-life | 22.5±1.7 hours |
Excretion | Foecal (91.3%) and renal (3%) |
Identifiers | |
| |
ECHA InfoCard | 100.149.122 |
Chemical and physical data | |
Formula | C26H29Cl2N5O3 |
Molar mass | ୫୩୦.୪୫ g·mol−1 |
3D model (JSmol) | |
| |
| |
(verify) |
ବୋସୁଟିନିବ (କୋଡ ନାମ SKI-606, ବାଣିଜ୍ୟ ନାମ ବୋସୁଲିଫ) ଏକ ଔଷଧ ଯାହା କ୍ରୋନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଫିଲାଡେଲଫିଆ କ୍ରୋମୋଜୋମ୍ ପଜିଟିଭ୍ ମାମଲାଗୁଡ଼ିକ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ବାନ୍ତି, ଥକାପଣ, ଯକୃତ ସମସ୍ୟା, ଶ୍ୱାସନଳୀ ସଂକ୍ରମମଣ, ଜ୍ୱର ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ହୃଦପିଣ୍ଡ କ୍ଷତି, ଫୁଲା ଏବଂ କିଡନୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୨] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ବିସିଆର-ଏବିଏଲ ଏବଂ ଏସସିଆରକୁ (BCR-ABL) ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ । [୩]
୨୦୧୨ରେ ଆମେରିକାରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବୋସୁଟିନିବ ଅନୁମୋଦିତ ହୋଇଥିଲା [୩] [୧] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ରେ ୩୪୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୧୭,୦୦୦ ଡଲାର ଅଟେ । [୫]