ନାମ
ବ୍ରୋମଫେନିରାମିନ Trade names Bromfed, Dimetapp, Bromfenex, and others AHFS /Drugs.com monograph MedlinePlus a682545 Pregnancy category
US : C (Risk not ruled out)
Routes of administration By mouth Legal status
AU : S4 / S3 / S2
US : Rx-only / OTC
Unscheduled, OTC [ ୧]
Metabolism Liver Elimination half-life 24.9 ± 9.3 hours[ ୨] Duration of action 48 hrs[ ୩] Excretion Urine
(R /S )-3-(4-Bromophenyl)-N ,N -dimethyl-3-pyridin-2-yl-propan-1-amine
ECHA InfoCard 100.001.507 Formula C 16 H 19 Br N 2 Molar mass ୩୧୯.୨୫ g·mol−1 3D model (JSmol )
Brc1ccc(cc1)C(c2ncccc2)CCN(C)C
InChI=1S/C16H19BrN2/c1-19(2)12-10-15(16-5-3-4-11-18-16)13-6-8-14(17)9-7-13/h3-9,11,15H,10,12H2,1-2H3
Y Key:ZDIGNSYAACHWNL-UHFFFAOYSA-N
Y
ବ୍ରୋମଫେନିରାମିନ, ଏକ ବେପାର ନାମ ଡିମେଟାପ, [ ୪] ହେଉଛି ଏକ ଆଣ୍ଟିହିଷ୍ଟାମିନ ଯାହା ସାଧାରଣ ଥଣ୍ଡା ଏବଂ ଆଲର୍ଜି ରାଇନାଇଟିସର ଲକ୍ଷଣ ପାଇଁ ବ୍ୟବହୃତ ହୁଏ ଯେପରିକି ନାକରୁ ଅଧିକ ପାଣି ବୋହିବା, ଆଖିରୁ ପାଣି ବୋହିବା ଓ ଛିଙ୍କ ହେବା । [ ୫] ୧ ବର୍ଷରୁ କମ୍ ପିଲାମାନଙ୍କଠାରେ ଏହାର ବ୍ୟବହାର କରାଯାଏ ନାହିଁ ।[ ୬] ଏହା ପାଟିରେ ଦିଆଯାଏ । [ ୩] ସର୍ବାଧିକ ପ୍ରଭାବ ପ୍ରାୟ ୬ ଘଣ୍ଟା ପରେ ହୁଏ ଏବଂ ଦୁଇ ଦିନ ପର୍ଯ୍ୟନ୍ତ ରହିପାରେ । [ ୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଅସ୍ଥିରତା, ଦ୍ୱନ୍ଦ୍ୱ, ଶୁଖିଲା ପାଟି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।| [ ୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୟୁରିନାରି ରିଟେନସନ ଏବଂ ବାତ ହୋଇପାରେ | [ ୩] ଏହା ଏକ ପ୍ରଥମ ଶ୍ରେଣୀର ଆଣ୍ଟିହିଷ୍ଟାମିନ । [ ୩]
ବ୍ରୋମଫେନିରାମିନ ୧୯୪୮ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୫ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[ ୭] ଏହା ବାରମ୍ବାର ଅନ୍ୟ ଔଷଧ ଯେପରିକି ଡେକ୍ସଟ୍ରୋମେଥୋରଫାନ୍, ଗୁଏଫେନେସିନ କିମ୍ବା ସୁଡୋଏଫିଡ୍ରିନ ସହିତ ମିଶେଇ ବିକ୍ରି ହୁଏ । [ ୫] ଏହି ମିଶ୍ରଣଗୁଡ଼ିକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [ ୮] [ ୯]
↑ "Brompheniramine Uses, Side Effects & Warnings" . Drugs.com (in ଇଂରାଜୀ). Archived from the original on 28 January 2021. Retrieved 25 March 2021 .
↑ Simons FE, Frith EM, Simons KJ (December 1982). "The pharmacokinetics and antihistaminic effects of brompheniramine". The Journal of Allergy and Clinical Immunology . 70 (6): 458–64. doi :10.1016/0091-6749(82)90009-4 . PMID 6128358 .
↑ ୩.୦ ୩.୧ ୩.୨ ୩.୩ ୩.୪ "Brompheniramine Monograph for Professionals" . Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021 .
↑ "Brompheniramine Uses, Side Effects & Warnings" . Drugs.com (in ଇଂରାଜୀ). Archived from the original on 28 January 2021. Retrieved 25 March 2021 .
↑ ୫.୦ ୫.୧ ୫.୨ "Brompheniramine Monograph for Professionals" . Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021 .
↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 312. ISBN 978-0-85711-369-6 .{{cite book }}
: CS1 maint: date format (link )
↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 546. ISBN 9783527607495 . Archived from the original on 2021-05-12. Retrieved 2020-12-15 .
↑ "Brompheniramine / Dextromethorphan / Pseudoephedrine Prices, Coupons & Savings Tips - GoodRx" . GoodRx . Archived from the original on 17 May 2020. Retrieved 17 July 2021 .
↑ "Compare Dimetapp Prices" . GoodRx (in ଆମେରିକୀୟ ଇଂରାଜୀ). Archived from the original on 3 November 2016. Retrieved 25 March 2021 .