Monoclonal antibody | |
---|---|
Type | Single-chain variable fragment |
Source | Humanized |
Target | Vascular endothelial growth factor A (VEGFA) |
Clinical data | |
Trade names | Beovu, Vsiqq |
Synonyms | Brolucizumab-dbll, ESBA1008, RTH258, DLX1008 |
AHFS/Drugs.com | monograph |
MedlinePlus | a620001 |
data |
|
Pregnancy category | |
Routes of administration | Intravitreal |
Legal status | |
Legal status | |
Chemical and physical data | |
Formula | C1164H1768N310O372S7 |
Molar mass | ୨୬,୨୮୧.୧୭ g·mol−1 |
ବ୍ରୋଲୁସିଜୁମାବ, ବିକ୍ରୟ ନାମ ବେଭୋ ଏବଂ ଭିସିକ୍, ଏକ ଔଷଧ ଯାହା ବୟସ-ସମ୍ପର୍କୀୟ ମାକୁଲାର ଡିକେନେରେସନ (AMD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୫] ଏହା ଆଖିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେସ୍ୱଳ୍ପ ଭିଜୁଆଲ୍ ଆକ୍ୟୁଟି, ମୋତିଆବିନ୍ଦୁ, କଞ୍ଜୁକ୍ଟାଇଭାଲ୍ ରକ୍ତସ୍ରାବ ଏବଂ ଫ୍ଲୋଟର ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ଧତ୍ୱ, ଆଖି ଭିତରେ ସଂକ୍ରମଣ, ରେଟିନାଲ୍ ଧମନୀ ଅବରୋଧ ଓ ନେତ୍ରପଟଳ ସ୍ଖଳନ ହୋଇପାରେ ।ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୬] ଏହା ମୋନୋକ୍ଲୋନାଲ ଆଣ୍ଟିବଡିର ଏକ ଖଣ୍ଡ ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି କାରକ ଏ ଭିଇଜିଏଫ-ଏ (A (VEGF-A)କୁ ସଂଲଗ୍ନ କରେ ଏବଂ ଅବରୋଧ କରେ । ଭିଇଜିଏଫ-ଏ ହେଉଛି ଏକ ପୁଷ୍ଟସାର ଯାହା ରକ୍ତନଳୀକୁ ବୃଦ୍ଧି କରାଏ ଏବଂ ତରଳ ପଦାର୍ଥ ଲିକ୍ କରିଥାଏ |
୨୦୧୯ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବ୍ରୋଲୁସିଜୁମାବ ଅନୁମୋଦିତ ହୋଇଥିଲା [୫] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧,୯୫୦ ଡଲାର ଅଟେ । [୭]