ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ଭାଲେରୀ ଆନନ୍ଦ (ଜନ୍ମ ୧୯୩୭ ) ଜଣେ ବ୍ରିଟିଶ କାଳ୍ପନିକ ଐତିହାସିକ ଉପନ୍ୟାସକାର ।[୧]
ସେ ତାଙ୍କର ଲେଖା ସବୁରେ କାଳ୍ପନିକ ପେନ ନାମ ଫ୍ଲୋନା ବକଳେ[୨] ବ୍ୟବହାର କରିଥାନ୍ତି ।ସେ ଏଲିଜାବେଥ ୧ଙ୍କ ସମୟକୁ ଭିତ୍ତିଭୂମି କରି କାଳ୍ପନିକ ରୋମାଞ୍ଚକର ଉପନ୍ୟାସ ସବୁ ରଚନା କରିଥାନ୍ତି । ତାଙ୍କ କାହାଣୀ ସବୁର ନାୟିକା ଭାବରେ ସେ " ଉର୍ଷୁଳା ବ୍ଲନଚାର୍ଡ " ନାମ ବ୍ୟବହାର କରିଥାନ୍ତି । ସେ ତାଙ୍କ ନିଜ ନାମ ଦେଇ ଏଇତିହାସିକ କାଳ୍ପନିକ ଉପନ୍ୟାସ ସବୁ ରଚନା କରିଥାନ୍ତି । ଏହି ସବୁ ଏଇତିହାସିକ କାଳ୍ପନିକରେ ସେ ଦ୍ୱାଦଶ ଶତାବ୍ଦୀ ବ୍ରିଟିଶ ର ରାଜପରିବାରର ଘରଣାକୁ ଭିତ୍ତି ହିସାବରେ ଆଧାରିତ କରିଥାନ୍ତି ।
ତାଙ୍କ ନିକଟରେ ୧୯୯୭ ମସିହାରେ ରଚିତ ଏକ ନଭେଲ " The Fallen Pinnacle "ର କପି ରାଇଟ ରହିଥିବାରୁ ଏହାର କାଳ୍ପନିକ ଲେଖକ ଭଲେରୀ ଇରୱିନ ରହିଥିଲେ ମଧ୍ୟ ସେ ଏହାକୁ ଲେଖିଥିବା ବିଶ୍ୱାସ କରାଯାଇଥାଏ ।