![]() | |
![]() | |
Clinical data | |
---|---|
Trade names | Sabril, Vigadrone, Kigabeq, others |
Synonyms | γ-Vinyl-GABA |
AHFS/Drugs.com | monograph |
MedlinePlus | a610016 |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 80–90% |
Protein binding | 0% |
Metabolism | not metabolized |
Elimination half-life | 5–8 hours in young adults, 12–13 hours in the elderly. |
Excretion | Kidney |
Identifiers | |
| |
ECHA InfoCard | 100.165.122 |
Chemical and physical data | |
Formula | C6H11NO2 |
Molar mass | ୧୨୯.୧୬ g·mol−1 |
3D model (JSmol) | |
Melting point | 171 to 177 °C (340 to 351 °F) |
| |
| |
(verify) |
ଭିଗାବାଟ୍ରିନ୍, ବିକ୍ରୟ ନାମ ସାବ୍ରିଲ୍, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଜଟିଳ ଆଂଶିକ ସିଜର ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପ ସହିତ କିମ୍ବା ଶିଶୁ ସ୍ପାମ୍ ପାଇଁ ଅନିୟନ୍ତ୍ରିତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକାପଣ, ପେଟ ଯନ୍ତ୍ରଣା, ଦୃଷ୍ଟି ଶକ୍ତି ସମସ୍ୟା ଏବଂ ଫୁଲା ହୋଇପାରେ ।[୧] ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ସ୍ଥାୟୀ ଦୃଷ୍ଟି ସମସ୍ୟା ଦେଖାଯାଏ; ଚିକିତ୍ସା ଆରମ୍ଭ କରିବା ପରେ ପ୍ରଭାବ ନିମନ୍ତେ ଏକ ମାସରୁ କିଛି ବର୍ଷ ଆରମ୍ଭ ହୋଇପାରେ ।[୨] [୧] ଏହା ଗାମା- ଆମିନୋବୁଟିରିକ୍ ଏସିଡ୍ (GABA)କୁ କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[୧]
୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିଗାବାଟ୍ରିନ୍ ଅନୁମୋଦିତ ହୋଇଥିଲା ।[୧] 2019ରେ ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ହେଲା ।[୩] ଯୁକ୍ତରାଜ୍ୟରେ ୫୦୦ ମିଗ୍ରାର ଶହେ ଟାବଲେଟ୍ ମୂଲ୍ୟ ପ୍ରାୟ ୪୫ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ରରେ ୧୦,୬୦୦ ଡଲାର ଅଟେ । [୪] କାନାଡ଼ାରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୬ ସିଏଡି (CAD) ।[୫]
{{cite book}}
: CS1 maint: date format (link)