![]() | |
![]() ଭୁବନେଶ୍ୱର ବିମାନ ବନ୍ଦର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଏକ ଦ୍ୱିବିମିୟ ସ୍କ୍ରିନ୍ସଟ୍ | |
ଡେଭେଲପର | ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ |
---|---|
ପ୍ରଥମ ରିଲିଜ୍ | ଅଗଷ୍ଟ ୧୨, ୨୦୦୯ |
ଷ୍ଟେବଲ୍ ରିଲିଜ୍ | ବିଟା / ଅଗଷ୍ଟ 12, 2011 |
Operating system | ୱିଣ୍ଡୋସ ୨୦୦୦, ଏକ୍ସପି & ଭିଷ୍ଟା |
ଉପଲବ୍ଧ ଭାଷା | ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ |
ପ୍ରକାର | Virtual globe |
Licence | Freeware |
ୱେବସାଇଟ | http://bhuvan.nrsc.gov.in/ |
ଭୁବନ ହେଉଛି ଏକ ସଫ୍ଟୱେର ଆପ୍ଲିକେସନ ଯାହାକି ପୃଥିବୀ ପୃଷ୍ଠର ଦ୍ୱିବିମିୟ (2D) ଓ ତ୍ରିବିମିୟ (3D) ପ୍ରତିରୂପ ଖୋଜିବାରେ ସାହାଯ୍ୟ କରିଥାଏ । ବ୍ରାଉଜରଟି ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଗଠନ କରାଯାଇଛି, ଏହା ଏହି ଅଞ୍ଚଳରେ ସର୍ବାଧିକ ରିଜୋଲ୍ୟୁସନ୍ ପ୍ରଦାନ କରିଥାଏ ।[୧][୨] ଅଗଷ୍ଟ ୧୨ ତାରିଖ ଦିନ ଏହାର ଏକ ସ୍ୱତନ୍ତ୍ର ବିଟା ଭର୍ସନ ମୁକ୍ତିଲାଭ କରିଥିଲା ।[୩]
ଅଗଷ୍ଟ ୧୨, ୨୦୦୯ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସରୋ ତା'ର ତ୍ରିବିମିୟ ସାଟେଲାଇଟ ବିମ୍ବ-ବିଧାନ/ଚିତ୍ରାବଳି ଉପକରଣ "ଭୁବନ" ପ୍ରକାଶ କଲା ।
{{cite web}}
: Cite has empty unknown parameter: |1=
(help)