ବାପୁ କୃଶନରାଓ ଭେଙ୍କଟେଶ ପ୍ରସାଦ ( ୫ ଅଗଷ୍ଟ, ୧୯୬୯ରେ ଜନ୍ମ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ କର୍ଣାଟକର ବାଙ୍ଗାଲୋର ସହରରେ ହେଇଥିଲା । ଅନ୍ତର୍ଜାତିକ କ୍ର୍ରିକେଟରୁ ଅବସର ନେଲା ପରେ ୨୦୦୭ରୁ ୨୦୦୯ ଯାଏ ସେ ଭାରତୀୟ ଦଳର କୋଚ ମଧ୍ୟ ରହିଥିଲେ ।ସେ ଜାଭାଗଲ ଶ୍ରୀନାଥଙ୍କ ସହ ବହୁ ବର୍ଷ ଧରି ଭାରତର ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିଥିଲେ ।
୩୩ଟି ଟେଷ୍ଟ ଖେଳି ପ୍ରସାଦ ୯୬ଟି ୱିକେଟ ଏବଂ ୧୬୧ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟରୁ ୧୯୬ଟି ୱିକେଟ ନେଇଥିଲେ ।
ଭେଙ୍କଟେଶ ଜୟନ୍ତୀ ପ୍ରସାଦଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । [୧]
Year | Title | Role | Co-Stars | Director | Language |
---|---|---|---|---|---|
2014 | Sachin! Tendulkar Alla | Cricket Coach | Suhasini Maniratnam, Snehith | Mohan Shankar | Kannada |
ମେଚରେ ୧୦ ୱିକେଟ :
S No | Opponent | Venue | Season | Match Performance |
---|---|---|---|---|
1 | South Africa | Kingsmead | Dec,1996 | 60-5 & 93-5 |
ଏକଦିବସୀୟ ପୁରସ୍କାର
S No | Opponent | Venue | Season | Match Performance |
---|---|---|---|---|
1 | Pakistan | Old Trafford, Manchester | 1999 Cricket World Cup | 9.3 - 2 - 27 - 5 |
2 | England | Sharjah | 1998/99 | 10 - 2 - 35 - 3 |
{{cite news}}
: More than one of |accessdate=
and |access-date=
specified (help)