![]() | |
![]() | |
Clinical data | |
---|---|
Pronunciation | /ˌvɛməˈræfənɪb/ VEM-ə-RAF-ə-nib |
Trade names | Zelboraf |
Synonyms | PLX4032, RG7204, RO5185426 |
AHFS/Drugs.com | monograph |
MedlinePlus | a612009 |
data |
|
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Identifiers | |
| |
ECHA InfoCard | 100.287.801 |
Chemical and physical data | |
Formula | C23H18ClF2N3O3S |
Molar mass | ୪୮୯.୯୨ g·mol−1 |
3D model (JSmol) | |
| |
| |
(verify) |
ଭେମୁରାଫେନିବ (ଇଂରାଜୀ ଭାଷାରେ Vemurafenib), ଏକ ବେପାର ନାମ ଜେଲବୋରାଫ, ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର ବିଳମ୍ବିତ ପର୍ଯ୍ୟାୟ ମେଲାନୋମା ଏବଂ ଏରଧେମ-ଚେସ୍ଟର ରୋଗର ( Erdheim-Chester disease) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ବିଆଏଫ ଭି୬୦୦ଇ (BRAF V600E) ମ୍ୟୁଟେସନ ପରିବର୍ତ୍ତନ ଥିଲେ ଏହା ବ୍ୟବହୃତ ହୁଏ | [୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, କେଶ ଝଡ଼ିବା, ଗଲୁ, ପ୍ରଲମ୍ବିତ କ୍ୟୁଟି ଏବଂ ଥକ୍କାପଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡୁପିଟ୍ରେନ୍ସ କଣ୍ଟ୍ରାକଚର, ବିକିରଣ ଚିକିତ୍ସା ପ୍ରତି ସମ୍ବେଦନଶୀଳତା, ଆଖି ପ୍ରଦାହ, ଯକୃତ ସମସ୍ୟା ଏବଂ ଏକ ନୂତନ କର୍କଟ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ବି-ରାଫ୍ ଏନଜାଇମକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେମୁରାଫେନିବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୪୦ ମିଗ୍ରା ବିଶିଷ୍ଟ ୫୬ଟି ବଟିକାର ମୂଲ୍ୟ ୨୦୨୧ ମସିହାରେ ୧୭୫୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୫୦ ଡଲାର ଅଟେ ।[୪]
{{cite book}}
: CS1 maint: date format (link)