ମତଦାତା ସତ୍ୟାପିତ କାଗଜ ଜାଞ୍ଚ ଚିହ୍ନ (ଇଂରାଜୀ: Voter verifiable paper audit trail (VVPAT) or verifiable paper record (VPR)) ହେଉଛି ମତଦାତାମାନଙ୍କୁ ବ୍ୟାଲଟ ବିହୀନ ନିର୍ବାଚନୀ ପ୍ରକ୍ରିୟାରେ ଏକ ପ୍ରତିକ୍ରିୟା ଦେବାର ବ୍ୟବସ୍ଥା । ଏହାଦ୍ୱାରା ମତଦାତାମାନେ ସେମାନଙ୍କର ମତ ବା ଭୋଟ ଠିକ ଭାବରେ ସଂଗୃହିତ ହେଲା ବୋଲି ନିଶ୍ଚିତ ହୋଇଯାଆନ୍ତି । ଏଥିରୁ ଭୋଟିଂ ମେସିନରେ ଯଦି କିଛି ତ୍ରୁଟି ଥାଏ ତତକ୍ଷଣାତ ଜଣାପଡ଼ିଯାଇଥାଏ । ଏହି କାଗଜରେ ମତଦାତା ଭୋଟ ଦେଇଥିବା ପ୍ରାଥୀଙ୍କର ନାମ ଏବଂ ଚିହ୍ନ ରହିଥାଏ ।[୧][୨][୩]
ଇଭିଏମ ମେସିନଦ୍ୱାରା ଭୋଟ ଗଣନା ସମୟରେ ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ବୁଥରେ ଏହି କାଗଜ ଗଣନା କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନକୁ ଆଦେଶ ଦେଇଥିଲେ ।[୪]
{{cite web}}
: |last2=
has numeric name (help)CS1 maint: extra punctuation (link) CS1 maint: numeric names: authors list (link)