ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଡକ୍ଟର୍ ମନମୋହନ ଆଚାର୍ଯ୍ୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମନି ୨୦ ଅକ୍ଟୋବର ୧୯୬୭ ଲଥାଙ୍ଗ, ଜଗତସିଂହପୁର, ଓଡ଼ିଶା |
ଛଦ୍ମନାମ | ବାଣୀକବି |
ବୃତ୍ତି | କବି, ନାଟ୍ୟକାର, ଗୀତିକାର, ପ୍ରାବନ୍ଧିକ |
ଜାତୀୟତା | ଭାରତୀୟ |
ସମୟ | ୧୯୮୭–2013 |
ଶୈଳୀ | କାବ୍ୟ |
ବିଷୟ | ଉତ୍ତର ଆଧୁନିକ, ବାସ୍ତବବାଦୀ ,ଜୀବନବାଦୀ |
ସାହିତ୍ୟ କୃତି | ଗୀତମିଳିନ୍ଦମ୍, ଗୀତମୋହନମ୍ |
ଜୀବନସାଥୀ | କତ୍ୟାୟନୀ |
ସନ୍ତାନ | ରମାଶିଷ |
ମନମୋହନ ଆଚାର୍ଯ୍ୟ ଓଡ଼ିଶାରେ ଜନ୍ମିତ ଜଣେ ସଂସ୍କୃତ ଗୀତିକବି ତଥା ଗବେଷକ । ଓଡ଼ିଶୀନୃତ୍ୟ ତାଙ୍କର ସଂସ୍କୃତ ଗୀତିକାକୁ ଧରି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଅଛି ।
ମନମୋହନ ଆଚାର୍ଯ୍ୟ୧୯୬୭ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲାର ଲଥାଙ୍ଗ ଗ୍ରାମରେ ଏକ ସଂସ୍କୃତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ମାୟାଧର ଆଚାର୍ଯ୍ୟ ଏବଂ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ।
{{cite web}}
: Cite has empty unknown parameter: |1=
(help)