ମଲ୍ଲିକା ଶ୍ରୀନିବାସ | |
---|---|
![]() | |
ଜନ୍ମ | 1959 |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | Bharathidasan Institute of Management - BIM - Trichy ମାଡ୍ରାସ ବିଶ୍ୱବିଦ୍ୟାଳୟ University of Pennsylvania |
ବୃତ୍ତି | Industrialist |
Tractors and Farm Equipment Limited | |
Title | Chairman & CEO |
ବୈବାହିକ-ସାଥୀ(s) | ବେଣୁ ଶ୍ରୀନିବାସ, Chairman, ଟିଭିସ ମୋଟର |
ପିତାମାତା | ଏ.ଶିବସାଇଲାମ ଇନ୍ଦିରା ଶିବସାଇଲାମ |
ମଲ୍ଲିକା ଶ୍ରୀନିବାସ (ଜନ୍ମ ୧୯୫୯ )ହେଉଛନ୍ତି ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତ ଲିମିଟେଡ଼ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ।୧୯୬୦ ମସିହାରେ ଚେନ୍ନାଇ, ଭାରତ ପ୍ରମୁଖ ଟ୍ରାକ୍ଟର ଉତ୍ପାଦନକରି ସଂସ୍ଥା ଥିଲା।
ମଲ୍ଲିକା ଟିଏଫ୍ଇକୁ ମୁଖ୍ୟ ଟ୍ରାକ୍ଟର ଉତ୍ପାଦନକରି କମ୍ପାନୀଭାବେ ପ୍ରତିଷ୍ଠା କରିଥିଲେ ।
ମଲ୍ଲିକା ଇନ୍ଦିରା ଶିବସାଇଲାମ ଫାଉଣ୍ଡେସନ ମାଧ୍ୟମରେ କର୍ଣ୍ଣାଟକ ସଂଗୀତ ପରମ୍ପରା କଳାକୁ ସାରା ଭାରତରେ ଅଗ୍ରଗଣୀ କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।[୧]
ସେମାଡ୍ରାସ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ୱର୍ଣ୍ଣପଦକ ପାଇଥିଲେ,ସେ ଡେଏନସ୍ ଅନର ଲିଷ୍ଟ ଏବଂ ଆଲଫା ବିଟା ଗାମ Wharton School of Business, University of Pennsylvania ସ୍ନାତକ ହାସଲ କରିଥିଲେ।[୨]
Year | Awards and Honors | Awarding Organization | Reference |
---|---|---|---|
୧୯୯୯ | ଫାଷ୍ଟ ବିଜନେସ ୱମେନ ଅଫ୍ ଦି ଇୟର ଫର ଇଣ୍ଡିଆ | ବିବିସି | [୩] |
୨00୫ | ଜୀ ଟିଭି ଅସ୍ତିତ୍ୱ ଆୱାର୍ଡ ଫର ୱମେନ | ଜୀ ବିଟିଭି | [୪] |
୨୦୦୫ | ନ୍ୟାସନାଲ ଲିଡ଼ରସିପ ଆୱାର୍ଡ | ଆଇଆଇଏମ Lucknow- Lakshmipat Singhania award | [୫] |
୨୦୦୫-୦୬ | ବିଜିନେସ ୱମେନ ଅଫ୍ ଦି ଇୟର | ଦି ଏକନୋମିକ୍ ଟାଇମ୍ସ | [୬] |
୨୦୦୭ | Selected as one of the few in the Wharton’s 125 influential people and ideas | Wharton School of Business, University of Pennsylvania | [୭] |
୨୦୦୪-୧୦ | ଏମୋଙ୍ଗ ୨୫ ମୋଷ୍ଟ ପାୱାରଫୁଲ ୱମେନ ଇନ ଇଣ୍ଡିଆନ ବିଜିନେସ-for 7 consecutive years | Business Today | [୮] |
୨୦୧୦ | ୟୁନିଭରସିଟି ଅଫ୍ ମାଡ୍ରାସ ୱମେନ ଡେ ଆୱାର୍ଡ | ୟୁନିଭରସିଟି ଅଫ୍ ମାଡ୍ରାସ | [୯] |
୨୦୧୦ | ଏମଙ୍ଗ ୨୫ ପାୱାରଫୁଲ ୱମେନ | ଇଣ୍ଡିଆ ଟୁଡେ Woman | [୧୦] |
୨୦୧୦ | India Inc’s Most Powerful Women Leaders | ଦି ଏକନୋମିକ ଟାଇମ୍ସ Corporate Dossier | [୧୧] |
୨୦୧୧ | Entrepreneur of the year - Manufacturing | Ernst & Young | [୧୨] |
୨୦୧୨ | Among top 6 Most Powerful Women of India Inc | ବିଜିନେସ ଟୁଡ଼େ | [୧୩] |
୨୦୧୨ | Ranked Among Asia’s 50 Power Businesswomen | ଫୋରବେସ ଏସିଆ | [୧୪] |
୨୦୧୨ | India Inc’s Most Powerful CEOs 2012 Top Women CEOs | ଦି ଏକନୋମିକ ଟାଇମ୍ସ | [୧୫] |
୨୦୧୨ | Forbes India Leadership Awards 2012 Women Leader of the Year | ଫୋରବେସ ଇଣ୍ଡିଆ | [୧୬] |
୨୦୧୨ | Doctor of Letters (Honoris Causa) | ହିନ୍ଦୁସ୍ତାନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ଚେନ୍ନାଇ | [୧୭] |
୨୦୧୨ | Ranked 2nd among India’s 50 Most Powerful Women in Business | ଫରଚିୟୁନ ଇଣ୍ଡିଆ | [୧୮] |
୨୦୧୨ | ABLF Woman of Power Award | Asian Business Leadership Forum Awards | [୧୯] |
୨୦୧୩ | India Today’s Power List – The Influencers | ଇଣ୍ଡିଆ ଟୁଡ଼େ | [୨୦] |
୨୦୧୩ | ବିଜିନେସ ଥାଟ ଅଫ୍ ଲିଡ଼ରସିପ ଅଫ୍ ଦି ୨୦୧୨ | ଏନଡିଟିଭି ପ୍ରଫିଟ Business Leadership Awards | [୨୧] |
୨୦୧୪ | ପଦ୍ମଶ୍ରୀ ଫର ଟ୍ରେଡିଂ ଆଣ୍ଡ ଇଣ୍ଡଷ୍ଟ୍ରି | ଭାରତ ସରକାର | [୨୨] |
୨୦୧୪ | ଏମନଗ ଇଣ୍ଡିଆସ ମୋଷ୍ଟ ପାୱାରଫୁଲ ୱମେନ – Hall of Fame | ବିଜିନେସ ଟୁଡ଼େ | [୨୩] |
୨୦୧୪ | ଏମନଗ ଇଣ୍ଡିଆସ ମୋଷ୍ଟ ପାୱାରଫୁଲ ୱମେନ | ଫେମିନା | [୨୪] |
୨୦୧୪ | ଏମନଗ ଇଣ୍ଡିଆସ ମୋଷ୍ଟ ପାୱାରଫୁଲ ୱମେନ | Fortune Asia | [୨୫] |
୨୦୧୪ | Ranked among Most Powerful Women in Indian Business | Fortune India | [୨୬] |
୨୦୧୫ | କଂଫ୍ରେଡ ଦି ଜାହାଙ୍ଗିର ମେଡାଲ | XLRI - Xavier School of Management | [୨୭] |
୨୦୧୬ | Among BBC 100 Power Women 2016 | British Broadcasting Corporation (BBC) | [୨୮] |
୨୦୧୬ | କଂଫ୍ରେଡ ଦି ଦେବୀ ଆୱାର୍ଡ | ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ | [୨୯] |
ସ୍ଥିତି | ସଂଗଠନସଂସ୍ଥା | ଆଧାର |
---|---|---|
ମେମ୍ବର -ଏକ୍ସକେଟିଭି ବୋର୍ଡ | ଇଣ୍ଡିଆନ ସ୍କୁଲ ଅଫ୍ ବିଜିିନେସ, ହାଇଦ୍ରାବାଦ | [୩୦] |
ମେମ୍ବର- ସରକାରୀ ବୋର୍ଡ(ରୁରାଲ ଟେକ୍ନୋଲୋଜି ଆଣ୍ଡ ବିସିନେସ ଇନକବଟୋର) | ଇଣ୍ଡିଆନ ଇଂନଷ୍ଟିଚିୟୁଟ ଟେକ୍ନୋଲୋଜି , ଚେନ୍ନାଇ | [୩୧] |
ବୋର୍ଡ ମେମ୍ବର | AGCO କର୍ପୋରେସନ,ଆମେରିକା | [୩୨] |
ବୋର୍ଡ ମେମ୍ବର | ଟାଟା ଗ୍ଲୋବାଲ ଲିମିଟେଡ଼ | [୩୩] |
ବୋର୍ଡ ମେମ୍ବର (ଇଣ୍ଡିପେଣ୍ଡଏଣ୍ଟ ନନ-ଏକ୍ସକେଟିଭି ଡିରେକ୍ଟର ) | ଟାଟା ଷ୍ଟିଲ | [୩୪] |
{{cite news}}
: External link in |via=
(help)