ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬ |
---|
|
ନିୟମାକାରକ | Parliament of India |
---|
Status: In force |
ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬ ହେଉଛି ଭାରତୀୟ ପାର୍ଲିଆମେଣ୍ଟରେ ପାରିତ ଏକ ଅଧିନିୟମ ଯାହାକି ବିଭିନ୍ନ ମାଧ୍ୟମରେ ମହିଳାଙ୍କୁ ଅବାଞ୍ଛିତ କିମ୍ବା ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଅପରାଧକୁ ରୋକିବା ପାଇଁ ଲାଗୁ କରାଯାଇଛି । [୧][୨]
ଭାରତୀୟ ସଂସ୍କୃତି ଓ ସଭ୍ୟତା ସର୍ବଦା ନାରୀଜାତିକୁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇ ଆସିଛି ଏବଂ ଏହାର ନିଦର୍ଶନ ହେଉଛି ନାରୀ ଜାତିର ବିଭିନ୍ନ ଅଧିକାରର ସୂରକ୍ଷା ନିମିତ୍ତ ଏକାଧିକ ଅଧିନିୟମର ତଥା ଯୋଜନାର ରୁପାନ୍ତର । ତେବେ ଦେଖାଗଲା ଯେ ବ୍ୟାବସାୟୀକ ଫାଇଦା ପାଇଁ ନାରୀର ରୂପ ଲାବଣ୍ୟକୁ ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଘୃଣ୍ୟ ମାନସିକତାର ଶିକାର ହୋଇ କିଛି ବ୍ୟକ୍ତିବିଶେଷ ତଥା ବ୍ୟାବସାୟୀକ ସଂସ୍ଥା ଅର୍ଥ ଲୋଭ ଦେଖାଇ ନାରୀମାନଙ୍କୁ ବ୍ୟବହାର କରିବାକୁ ଲାଗିଲେ । ଫଳ ସ୍ୱରୂପ ସମାଜରେ ନାରୀଜାତୀର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେବା ସହ ନାରୀ ବିରୋଧୀ ଅପରାଧ ପାଇଁ ଏହା ଏକ ଖୋରାକ ଯୋଗାଇଲା । ଏହି କୁତ୍ସିତ କାର୍ଯ୍ୟକ୍ରମରେ ଆଇନଗତ ପ୍ରତିବନ୍ଧକ ଆଣିବା ପାଇଁ ୧୯୮୬ ମସିହାରେ ଏହି ଅଧିନିୟମ ଭାରତ ସରକାରଙ୍କଦ୍ୱାରା ଲାଗୁ କରାଯାଇଛି । ପୁଣି ଏହି ଅଧିନିୟମର କାର୍ଯ୍ୟକାରିତା ନିଶ୍ଚିତ କରିବା ପାଇଁ ମହିଳାଙ୍କୁ ଅଶ୍ଳୀଳଭାବେ ପ୍ରଦର୍ଶନ (ନିଷେଧ) ଆଇନ ମଧ୍ୟ ୧୯୮୭ ମସିହାରେ ଲାଗୁ କରାଯାଇଛି ।[୩]
- ଅଧିନିୟମର ଧାରା ୩ ପ୍ରକାରେ କୌଣସି ବ୍ୟକ୍ତି ଯେ କୌଣସି ମହିଳାଙ୍କୁ ବିଜ୍ଞାପନ କିମ୍ବା ଅନ୍ୟ ଯେ କୌଣସି ମାଧ୍ୟମରେ ଅନୁଚିତ ଭାବେ କିମ୍ବା ଅଶ୍ଳୀଳ/ଲଜ୍ଜ୍ୟାଜନକ ଭାବେ ପ୍ରଦର୍ଶନ କରିବ ନାହିଁ କିମ୍ବା କରିବାରେ ସହଯୋଗ କରିବ ନାହିଁ ।
- ଅଧିନିୟମର ଧାରା ୪ ପ୍ରକାରେ କୌଣସି ବ୍ୟକ୍ତି ଯେ କୌଣସି ମହିଳାଙ୍କୁ ଅଶ୍ଳୀଳ/ଲଜ୍ଜ୍ୟାଜନକ ଭାବେ ପ୍ରଦର୍ଶନ କରୁଥିବା କୌଣସି ବିଜ୍ଞାପନ, ଚିତ୍ର, ଲେଖା, ବହି, ଚଳଚ୍ଚିତ୍ର କିମ୍ବା ଅନ୍ୟ ଯେ କୌଣସି ମାଧମରେ ପ୍ରକାଶିତ ଏକ ଦସ୍ତାବିଜ ପ୍ରଦର୍ଶନ ଉଦ୍ଦେଶ୍ୟରେ ବିକ୍ରି କିମ୍ବା ବଣ୍ଟନ କରିବ ନାହିଁ ବା କରିବାରେ ସହଯୋଗ କରିବ ନାହିଁ ।
- ଅଧିନିୟମର ଧାରା ୬ ପ୍ରକାରେ କୌଣସି ବ୍ୟକ୍ତି ଯଦି ଧାରା ୩ କିମ୍ବା ଧାରା ୪ର ଖିଲାପ କରିବାର ଦୋଷୀ ସାବ୍ୟସ୍ତ ହୁଏ, ତେବେ ସେ ପ୍ରଥମ ଦୋଷ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ କାରାବାସ ସହିତ ଦୁଇ ହଜାର ଟଂକା ଜୋରିମାନା ଦଣ୍ଡରେ ଦଣ୍ଡିତ ହେବ ଏବଂ ପରବର୍ତ୍ତୀ ଖିଲାପ ପାଇଁ ସର୍ବନିମ୍ନ ୬ ମାସରୁ ପାଞ୍ଚ ବର୍ଷ କାରାବାସ ସଜା ସହ ଦଶ ହଜାର ଟଂକାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡିତ ହୋଇପାରେ ।
- ଡିଜିଟାଲ କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନର ବ୍ୟବହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଅଧିନିୟମରେ ଆବଶ୍ୟକୀୟ ସଂଶୋଧନ ଆଣିବା ବିଷୟ ବର୍ତ୍ତମାନ ଭାରତ ସରକାରଙ୍କ ବିଚାରାଧୀନ ଅଛି ।[୪][୫]
"TheIndecentRepresentationofWomenProhibitionAct1986"
|
---|
|
In Force |
Corruption | |
---|
Criminal | |
---|
Education | |
---|
Environment | |
---|
Financial |
- Aadhaar Act
- COFEPOSA
- Depositories Act
- Electricity Act
- Expenditure Tax Act, 1987
- Factories Act,1948, India
- Finance Act (India)
- Fiscal Responsibility and Budget Management Act, 2003
- Foreign Contribution Regulation Act
- Foreign Exchange Management Act
- Geographical Indications of Goods (Registration and Protection) Act, 1999
- Indian Contract Act, 1872
- Indian Stamp Act, 1899
- Insolvency and Bankruptcy Code
- Insurance Act, 1938
- Minimum Wages Act 1948
- National Rural Employment Guarantee Act, 2005
- Negotiable Instruments Act, 1881
- Real Estate (Regulation and Development) Act, 2016
- Securities Laws (Amendment) Act, 2014
- Securitisation and Reconstruction of Financial Assets and Enforcement of Security Interest Act, 2002
- Street Vendors Act, 2014
- The Competition Act, 2002
- The High Denomination Bank Notes (Demonetisation) Act, 1978
- The Income-tax Act, 1961
- Urban Land (Ceiling and Regulation) Act, 1976
|
---|
Healthcare | |
---|
Personal | |
---|
Social | |
---|
State Laws | |
---|
State Reorganisation | |
---|
Terrorism | |
---|
Transportation | |
---|
Organisation / Body | |
---|
Repeal | |
---|
Other | |
---|
Ordinance | |
---|
Repealed |
Pre-Independence | |
---|
Post-Independence | |
---|
Bills |
Proposed | |
---|
Lapsed | |
---|