Mhowgaon
महूँगाव | |
---|---|
Town | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Indore |
Population (2011)[୧] | |
• Total | ୩୦,୦୧୨ |
Time zone | UTC+5:30 (IST) |
PIN | 453441 |
ମହୁଁଗାଓଁ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ଇନ୍ଦୋରେ ଜିଲ୍ଲାରେ ଅବସ୍ଥିତ ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମହୁଁଗାଓଁ ସହରର ମୋଟ ଜନସଂଖ୍ୟା ୨୦୫୨୧ ଅଟେ ।[୨] ସେଥି ମଧ୍ୟରୁ ୫୩.୫୫% ଜଣ ପରୁଷ ହୋଇଥିବା ବେଳେ ୪୬.୪୫% ଜଣ ନାରୀ ଅଟନ୍ତି । ମହୁଁଗାଓଁର ସାକ୍ଷରତା ହାର ୬୮.୨୨% ଅଟେ । ଏହା ଜାତୀୟ ହାରଠାରୁ ୩.୩୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୪୯% ପ୍ରତିଶତ ପୁରୁଷ ଓ ୨୭.୭୪% ନାରୀ ଅଟନ୍ତି । ୧୬.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ମହୁଁଗାଓଁର ସରକାରୀ ଭାଷା ଅଟେ ।