କ୍ରିକେଟ ତଥ୍ୟ | |
---|---|
ବ୍ୟାଟିଂ ପ୍ରକାର | ଡାହାଣ-ହାତୀ |
ବୋଲିଂ ପ୍ରକାର | ଡାହାଣ-ହାତୀ |
ଅନ୍ତର୍ଜାତୀୟ ତଥ୍ୟ | |
National side | |
ପ୍ରଥମ ଦିନିକିଆ | 29 ଫେବୃଆରୀ ୨୦୧2 v [[ୱ୍ୱେଷ୍ଟ ଇଣ୍ଦିଜ୍ national cricket team|ୱ୍ୱେଷ୍ଟ ଇଣ୍ଦିଜ୍]] |
Source: ESPNcricinfo, ୧୦ ଅପ୍ରେଲ ୨୦୧୩ |
ମାଧୁରି ମେହେଟା, ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ।[୧] ସେଟି ୨୦ ଏବଂ ଦିନିକିଆ କ୍ରିକେଟରେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି ।[୨][୩]
ପିତା ପ୍ରଦୀପ ମେହେଟାଙ୍କୁ ନିଜର ଆଦର୍ଶ ମାନୁଥିବା ମାଧୁରି , ତାଙ୍କରିଠାରୁ କ୍ରିକେଟ ଖେଳ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ପରିବାରରେ କ୍ରିକେଟ ଖେଳ ପୂର୍ବରୁ ରହିଥିଲା । ପିତା ପ୍ରଦୀପ ମେହେଟା, ୮୦ ଦଶନ୍ଧିରେ ରଣଜୀ ଟ୍ରଫିରେ ଜଣେ ଅଲରାଉଣ୍ଡର ହିସାବରେ ଖେଳି ସାରିଛନ୍ତି । ପରିବାରର ଅନ୍ୟ ଗୁରୁଜନମାନେ ମଧ୍ୟ କ୍ରିକେଟ ଖେଳିଛନ୍ତି ତଥା ବଲାଙ୍ଗୀରରେ କ୍ରିକେଟ ଖେଳ ପ୍ରତି ଏହି ପରିବାରର ଖୁବ ଅବଦାନ ରହିଆସିଛି । ମାତା, ଆହୁତି ମିଶ୍ର ଜଣେ ଶିକ୍ଷୟତ୍ରୀ ।
୨୦୦୭ ମସିହାରୁ କ୍ରିକେଟ ଖେଳ ଆରମ୍ଭ କରିଥିବା ମାଧୁରି, ବଲାଙ୍ଗୀର ଜିଲ୍ଲା, ଓଡି଼ଶା ତଥା ଇଷ୍ଟ ଜୋନ ତରଫରୁ କ୍ରିକେଟ ଖେଳି ସାରିଛନ୍ତି । ୨୦୧୧ ମସିହାରେ, ସେ ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ଲାଭକରିବାର ସୁଯୋଗ ପାଇଥିଲେ ଏବଂ ୨୦୧୨ ମସିହାରେ ଭାରତ ପକ୍ଷରୁ ୱ୍ୱେଷ୍ଟ ଇଣ୍ଦିଜ୍ ବିପକ୍ଷରେ ଖେଳିବା ପାଇଁ ସୁଯୋଗ ପାଇଥିଲେ।[୪][୫]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)