ମାଲିନୀଥାନ

ମାଲିନୀଥାନ
ଫାଇଲ:Malinithan2.jpg
ମାଲିନୀଥାନର ଧ୍ୱଂସାବଶେଷ
Religion
Districtଲୋଅର ସିୟାଙ୍ଗ ଜିଲ୍ଲା (Lower Siang district)
ଦେବାଦେବୀKechai-Khati (tribal goddess)
(equivalent to Nang Hoo Toungh)[]
Location
ସ୍ଥାନଲିକାବଳି
Stateଅରୁଣାଚଳ ପ୍ରଦେଶ
Countryଭାରତ
ମାଲିନୀଥାନ is located in India
ମାଲିନୀଥାନ
Shown within India
ଭୌଗଳିକ ଅବସ୍ଥିତି27°39′24″N 94°42′21″E / 27.65667°N 94.70583°E / 27.65667; 94.70583
Architecture
ଚୁଟିଆ ରାଜ୍ୟ
Completedତ୍ରୟୋଦଶ-ଚତୁର୍ଦ୍ଦଶ ଶତାବ୍ଦୀ

ମାଲିନୀଥାନ ଏକ ପ୍ରତ୍ନତତ୍ତ୍ୱ ସ୍ଥାନ ଯେଉଁଠାରେ ମଧ୍ୟ ଯୁଗର ମନ୍ଦିରମାନଙ୍କର ଧ୍ୱଂସାବଶେଷ ଦେଖିବାକୁ ମିଳେ । ଏହା ଭାରତର ଅରୁଣାଚଳ ପ୍ରଦେଶରେ ଥିବା ବ୍ରହ୍ମପୁତ୍ର ନଦୀର ଉତ୍ତର କୂଳରେ ଅବସ୍ଥିତ । ଏହି ମନ୍ଦିର ଚୁଟିଆ ରାଜାବଂଶର ରାଜାମାନେ ତ୍ରୟୋଦଶ-ଚତୁର୍ଦ୍ଦଶ ଶତାବ୍ଦୀରେ ତୋଳେଇଥିଲେ । [][][][][] ଆଦିବାସୀ କେଚଇ-ଖାଇଟି ଦେବୀ ଆଦିବାସୀ ବୋଡ଼ୋ-କାଚାରୀ (ବୋଡ଼ୋ-କଚାରି ଦଳ) ଲୋକଙ୍କର ଦଳ ମଧ୍ୟରେ ମିଳନ୍ତି । [][][][୧୦][୧୧][୧୨] କେଚାଇ ଖାଇଟି ହେଉଛନ୍ତି କଚାରିସ ଦେବୀଙ୍କର ଟୁଟେଲାର ଦେବୀଙ୍କର ମନ୍ଦିର । ଚୁତିନିଆର ପ୍ରସିଦ୍ଧ ମନ୍ଦିର ହେଉଛି କେକହୟକ୍ଷତି ଯିଏ ତାଙ୍କର ଦେବୀ ଥିଲେ ଓ ବୌଦ୍ଧମାନଙ୍କର ଦେବୀ ‘ତାରା’ ଥିଲେ ।

ସ୍ଥାନ

[ସମ୍ପାଦନା]

ଲିକାବଳୀ ଟାଉନର ସିୟାଙ୍ଗ ପର୍ବତରେ ମାଳିନୀଥାନ ପ୍ରତ୍ନତତ୍ତ୍ୱ ସ୍ଥାନ ଅବସ୍ଥିତ । ଏହା ଅରୁଣାଚଳ ପ୍ରଦେଶର ଲୋଅର ସିଆନଂ ସବଡିଭିଜନ ଅନ୍ତର୍ଭୁକ୍ତ ଅଟେ ।[୧୩][୧୪] ଏହା ଏକ ପର୍ବତ ଉପରେ ଅବସ୍ଥିତ ଯାହାର ଉଚ୍ଚତା ପ୍ରାଯ ୨୧ ମିଟର ଓ ଯେଉଁଠାରୁ ସମତଳ ଭୁମି ଓ ବ୍ରହ୍ମ‌ପୁତ୍ର ନ‌ଦୀର ଭବ୍ୟ ଦୃଶ୍ୟ ଦେଖାଯାଏ ।[୧୫]

କିମ୍ବଦନ୍ତୀ

[ସମ୍ପାଦନା]

ଷୋଡଶ ଶତାବ୍ଦୀରେ ଥିବା ବିଦର୍ଭର ରାଜା ଭୀଷ୍ମକ ସହିତ ସେହି ସ୍ଥାନର ସମ୍ପର୍କ ହୋଇଥିଲା । ସେହି ସମ୍ପର୍କ ଯୋଗୁ ଜାଗାର ନାମ ପରିବର୍ତ୍ତନ କରାଯାଉଥିଲା ।[୧୬] କିମ୍ବଦନ୍ତୀ ଅନୁସାରେ ଶିଶୁପାଳ ସହିତ ଋକ୍ମିଣୀଙ୍କର ବିବାହ ହେବା ପୂର୍ବରୁ ଶ୍ରୀକୃଷ୍ଣ ତାଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ସମୟରେ ସେମାନେ ଭୀଷ୍ମକନଗରରୁ ଦ୍ୱାରକା ଯିବା ପଥରେ ମାଳିନୀଥାନ ପଡ଼ିଥିଲା । ସେହି ସ୍ଥାନରେ ଶିବ ଓ ପାର୍ବତୀ ତାଙ୍କୁ ଆତିଥ୍ୟ ଦେଇଥିଲେ ।[୧୭]

ଇତିହାସ

[ସମ୍ପାଦନା]

ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ସେହି ସ୍ଥାନର ଖୋଦେଇ ଅବସାରରେ ୮ ଫୁଟ ଉଚ୍ଚର ଏକ ମନ୍ଦିର ମିଳିଥିଲା । ସେହି ମନ୍ଦିର କାନ୍ଥରେ ପଶୁ, ଦେବ ଦେବୀ, ଫୁଲ ଇତ୍ୟାଦି ଖୋଦେଇ ହୋଇଥିଲା । ମନ୍ଦିରର ଚାରି କୋଣରେ ଚାରୋଟି ହାତୀ ଉପରେ ସିଂହ ବସିଥିବା ଚିତ୍ର ମିଳିଥିଲା ।

ଗ୍ରାନାଇଟ ପ୍ରସ୍ତରରେ ଐରାବତ ଉପରେ ଶିବ, ମୟୁର ଉପରେ କାର୍ତ୍ତିକେୟ, ରଥ ଉପରେ ସୂର୍ଯ୍ୟ ଓ ମୂଷା ଉପରେ ଥିବା ଗଣେଶଙ୍କର ଚିତ୍ର ଅଛି ।[୧୫] କାନ୍ଥରେ ବିଭିନ୍ନ ଭଙ୍ଗୀରେ ଥିବା ମୈଥୁନ ଚିତ୍ର ଯୋଗୁ ଏହା ତାନ୍ତ୍ରିକ ମନ୍ଦିର ଥିବା ବିଶ୍ୱାସ କରାଯାଏ ।[୧୮] ସମ୍ପୂର୍ଣ୍ଣ ମନ୍ଦିର ପଥରରେ ଖୋଦେଇ ହୋଇଛି ଯାହାକୁ ଅଶ୍ମମୟଇ (Asmamayai) ମନ୍ଦିର ପ୍ରଣାଳୀ କୁହାଯାଏ । ଏହାର ସଦୀୟ ସ୍ଥାନରେ ଥିବା ତମରେଶ୍ୱରୀ ମନ୍ଦିର ସାଥିରେ ଅନେକ ସାମଞ୍ଜସ୍ୟ ଥିବାରୁ ଏକ ଦଳ ଲୋକ ତାହା କରିଥିବା ବିଶ୍ୱାସ କରାଯାଏ ।[୧୯]

ଗ୍ୟାଲେରି

[ସମ୍ପାଦନା]
  1. (Laine 2019:17–18)
  2. Sarma, P.C.A study of the temple architecture of Assam from the Gupta period to the end of the Ahom rule: Chutiya architecture, p. 205
  3. Choudhury, R.D, Heritage of Architecture of Assam, p.5
  4. (Bose 1997:43)
  5. Sengupta, Gautam, Archeology in Northeast India, p.359
  6. Thakur, A.K, Pre-historic Archeological Remains of Arunachal Pradesh and People's perception: An Overview, p.6
  7. Kechai Khati worshipped by Bodo-kacharis
  8. Rabhas worship Kechai-khati and celebrate the Kechai-khati festival once every year
  9. Kechai-khati festival of Rabhas
  10. Rabhas worship Kechai-khati and celebrate the Kechai-khati festival once every year
  11. Kechai-khati festival of Rabhas
  12. The Tiwas, as well as the Koch, also worshipped Kechai Kati. The Koch general Gohain Kamal built temples dedicated to Kesai Khati in Khaspur for the Dehans who were Tiwa and Mech soldiers from Gobha, Nellie and Kabi.
  13. "Malini Than". Government of Arunachal Pradesh. Archived from the original on 12 May 2015. Retrieved 3 May 2015.
  14. "Likabali". Retrieved 3 May 2016.
  15. ୧୫.୦ ୧୫.୧ Sali 1998, p. 148.
  16. "Among many works of Śaṅkaradeva, the Rukmiṇiharaṇa, the poem of Rukmimi and Krishna, gained considerable popularity in the Sadiya area and influenced its regional identity construction. Rukmiṇī, in this poem, was a daughter of king Bhīṣmaka"(Shin 2020:55)
  17. (Shin 2020:56)
  18. Religious history of Arunachal Pradesh. Byomakesh Tripathy, Sristidhar Dutta, Rajiv Gandhi University. Department of History, Indian Council of Social Science Research. New Delhi: Gyan Pub. House. 2008. p. 351. ISBN 978-81-212-1002-7. OCLC 263065510.{{cite book}}: CS1 maint: others (link)
  19. Religious History of Arunachal Pradesh by Byomakesh Tripathy, p.354

ଗ୍ରନ୍ଥସୂଚୀ

[ସମ୍ପାଦନା]