![]() | |
Clinical data | |
---|---|
Trade names | Amatine, Proamatine, Gutron, others |
Synonyms | Midodrine hydrochloride, 2-amino-N-[2-(2,5-dimethoxyphenyl)-2-hydroxy-ethyl]-acetamide |
AHFS/Drugs.com | monograph |
MedlinePlus | a602023 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.151.349 100.050.842, 100.151.349 |
Chemical and physical data | |
Formula | C12H18N2O4 |
Molar mass | ୨୫୪.୨୯ g·mol−1 |
3D model (JSmol) | |
| |
| |
(verify) |
ହ
ମିଡୋଡ୍ରାଇନ ହେଉଛି ଏକ ଔଷଧ ଯାହା ଛିଡା ହେବା ସହିତ ହେଉଥିବା ନିମ୍ନ ରକ୍ତଚାପ ଜନିତ ଲକ୍ଷଣମାନଙ୍କ ଉପଶମ ପାଇଁ ବ୍ୟବହୃତ ହୁଏ ।[୨] [୩] ଏହାର ଉପକାରୀତାର ପ୍ରମାଣ ୨୦୧୫ ସୁଦ୍ଧା ବିଚାରାଧୀନ ଥିଲା । [୨] ଏହା ପାଟିରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ। ଗଲୁ, ମୂତ୍ର ଧାରଣ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ ହୋଇପାରେ ।[୨] ଆଓର୍ଟିକ୍ ଆନିଉରିଜମ, ହୃଦ୍ପାତ କିମ୍ବା ପୂର୍ବ ହୃଦ୍ଘାତରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୩] ଏହା ଏକ α୧- ଚୟନକାରୀ ଆଡ୍ରେନେଜିକ୍ ଆଗୋନିଷ୍ଟ ।[୨]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମିଡୋଡ୍ରାଇନ୍ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୩] ଯୁକ୍ତରାଜ୍ୟରେ ୫ ମିଗ୍ରାର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା £୭୫ ଖର୍ଚ୍ଚ ହୁଏ [୩] ଯୁକ୍ତରାଷ୍ଟ୍ରରେ ସେତିକି ପରିମାଣର ଔଷଦ ମୂଲ୍ୟ ପ୍ରାୟ ୪୪ ଡଲାର୍ । [୪]