![]() | |
Clinical data | |
---|---|
Trade names | Relistor |
Synonyms | Naltrexone-methyl-bromide, methylnaltrexone bromide |
AHFS/Drugs.com | monograph |
MedlinePlus | a608052 |
data |
|
Pregnancy category | |
Routes of administration | By mouth, intravenous, subcutaneous |
Legal status | |
Legal status |
|
Pharmacokinetic data | |
Protein binding | 11–15.3% |
Metabolism | Liver |
Elimination half-life | 8 hours |
Excretion | Urine (50%), faeces (50%) |
Identifiers | |
| |
ECHA InfoCard | 100.122.861 |
Chemical and physical data | |
Formula | C21H26NO4 |
Molar mass | ୩୫୬.୪୪ g·mol−1 |
3D model (JSmol) | |
| |
| |
(verify) |
ମିଥାଇଲନାଲଟ୍ରେକ୍ସନ (ଇଂରାଜୀ ଭାଷାରେ Methylnaltrexone), ରିଫିଲିଷ୍ଟର ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓପିଓଏଡ୍ କାରଣରୁ ହେଉଥିବା କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଯେତେବେଳେ ଅନ୍ୟ ରେଚକ ବା ଲାକ୍ସେଟିଭ ପ୍ରଭାବଶାଳୀ ନଥାଏ; ସେତେବେଳେ ଏହା ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡ ବୁଲାଇବା,ଅଇ, ଏବଂ ଓପିଅଏଡ ପ୍ରତ୍ୟାହାର ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜଠାରାନ୍ତ୍ର ଛିଦ୍ର ହୋଇପାରେ ।[୨] ଏହା ଏକ ପ୍ରାନ୍ତୀୟ ଭାବରେ କାର୍ଯ୍ୟ କରୁଥିବା μ-ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ, ଯାହାର ଅର୍ଥ ଏହା ସାଧାରଣତଃ ଅନ୍ୟ ଓପିଓଏଡ ଭଳି କେନ୍ଦ୍ରୀୟ ଯନ୍ତ୍ରଣାକୁ ପ୍ରଭାବିତ କରେ ନାହିଁ ।[୩]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଥାଇଲନାଲଟ୍ରେକ୍ସନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ଇଞ୍ଜେକସନ ଦିଆଯାଉଥିବା ସୂତ୍ରର ୨୦୨୧ ସୁଦ୍ଧା ଏକ ମାତ୍ରା ପିଛା ପ୍ରାୟ ୨୧ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫୦ ଡଲାର ଅଟେ ।[୪]