ମିଶ୍ମୀ ଦାସ | |
---|---|
ଜନ୍ମ | ୧୩ ନଭେମ୍ବର କଲିକତା, ଭାରତ |
ଜାତୀୟତା | ଭାରତୀୟ |
ଶିକ୍ଷା | ମହାଦେବୀ ବିର୍ଲା ୱାର୍ଲ୍ଡ ଏକାଡେମୀ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
ଉଲ୍ଲେଖନୀୟ କୃତି | ରାଜକୋଟ ପରେମେର ଫାନ୍ଦେ |
ମିଶ୍ମୀ ଦାସ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ । ସେ ମୁଖ୍ୟତଃ ହିନ୍ଦୀ ଓ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ରାଜକୋଟ, ପ୍ରେମେର ଫାନ୍ଦେ, ଗଚକୌତୋ, ବୁରୋ ସାଧୁ, ଜିୟନ ଖଟି ଆଦିରେ ଅଭିନୟ ପାଇଁ ଜଣାଶୁଣା ।
ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ଚେନାଲ୍ | ମନ୍ତବ୍ୟ | ଭୂମିକା | ଭାଷା |
---|---|---|---|---|---|
୨୦୧୪-୨୦୧୬ | ରାଜକୋଟ | ଜୀ ବାଂଲା | ବର୍ଣ୍ଣିତା/ବନୀ[୧] | ମୁଖ୍ୟ ଭୂମିକା | ବଙ୍ଗଳା |
୨୦୧୬ | ପ୍ରେମେର ଫାନ୍ଦେ | ମୋହୋର/ପ୍ରିୟଙ୍କା[୨] | |||
୨୦୧୭ | ଗଚକୌତୋ | କଲର୍ସ ବାଂଲା | ମୋହୋର[୩] | ||
୨୦୧୮ | କ୍ରିଷ୍ଣାକୋଲି | ଜୀ ବାଂଲା | ସୁନୈନା[୪] | ପାର୍ଶ୍ୱ ଅଭିନେତ୍ରୀ | |
ଫଗୁନ ବୋଉ | ଷ୍ଟାର୍ ଜଲ୍ସା | ରୁମଝୁମ[୫] | |||
୨୦୧୮-୨୦୧୯ | ଡାୟନ | ଆଣ୍ଡ୍ ଟିଭି | ତାନ୍ୟା ଶର୍ମା[୬] | ହିନ୍ଦୀ | |
୨୦୧୯ | Silsila Badalte Rishton Ka | କଲର୍ସ ବାଂଲା | ତାନି[୭] | ||
Simana Periye | ସନ୍ ବାଂଲା | କୁମ୍କୁମ୍[୮] | ବଙ୍ଗଳା | ||
୨୦୧୯-୨୦୨୧ | Jiyon Kathi | ରୋଶ୍ନୀ[୯] | |||
୨୦୨୦ | Mahapeeth Tarapeeth | ଷ୍ଟାର୍ ଜଲ୍ସା | ଚନ୍ଦନା/ଚନ୍ଦ୍ରଶେଖର[୧୦] | ||
୨୦୨୧-୨୦୨୨ | Rishton Ka Manjha | ଜୀ ଟିଭି | ଟିନା ସିଂଘଲ[୧୧] | ପାର୍ଶ୍ୱ ଅଭିନେତ୍ରୀ | ହିନ୍ଦୀ |
୨୦୨୧-୨୦୨୨ | Amader Ei Poth Jodi Na Sesh Hoy | ଜୀ ବାଂଲା | ରିନିତା ରକ୍ଷିତ[୧୨] | ବଙ୍ଗଳା | |
୨୦୨୨ | Mou Er Bari | କଲର୍ସ ବାଂଲା | ଓଲିଭିଆ ମିତ୍ର[୧୩] | ||
୨୦୨୨-୨୦୨୩ | Khelna Bari | ଜୀ ବାଂଲା | ଅନ୍ତରା ଲାହିରୀ ଓ ଅନାମିକା ଲାହିରୀ[୧୪] | ||
୨୦୨୩-୨୦୨୪ | Tunte | ଷ୍ଟାର୍ ଜଲ୍ସା | ପ୍ରିୟଙ୍କା[୧୫] | ||
୨୦୨୩–ଏବେଯାଏଁ | Kon Gopone Mon Bheseche | ଜୀ ବାଂଲା | ରୋହିଣୀ ମଲ୍ଲିକ | ||
୨୦୨୪–ଏବେଯାଏଁ | ନୀମ ଫୁଲେର ମଧୁ |
ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ |
---|---|---|---|
୨୦୧୭ | କିଚୁ ନା ବୋଲା କୋଥା | ବଙ୍ଗଳା | [୧୬] |
୨୦୧୯ | ବୁରୋ ସାଧୁ | [୧୭] | |
୨୦୨୨ | ବଲୋଟ୍ଟିଂ ପେପର୍ | [୧୮] |
ବର୍ଷ | ସିରିଜ୍ | ପ୍ଲାଟଫର୍ମ | ମନ୍ତବ୍ୟ |
---|---|---|---|
୨୦୧୯ | ଅଡ୍ଭୁଟୁରେ | ହୋଇଚୋଇ | [୧୯] |
ପାପ୍ | [୨୦] |
ବର୍ଷ | କାର୍ଯ୍ୟକ୍ରମ | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|
୨୦୨୩ | ଦିଦି ନଂ ୧ | ଜୀ ବାଂଲା | [୨୧] |