<span title="International nonproprietary name (INN): <nowiki>Mr. Ibrahem/Melphalan flufenamide</nowiki>">Mr. Ibrahem/Melphalan flufenamide
Trade names
Pepaxto
Other names
Melflufen, 4-[Bis-(2-chloroethyl)amino]-L -phenylalanine-4-fluoro-L -phenylalanine ethyl ester, J1[ ୧] [ ୨]
License data
Drug class
Alkylating agent[ ୩]
Legal status
<abbr class="country-name" title="<nowiki>United States</nowiki>">US: ℞-only[ ୪]
Metabolism
Aminopeptidase hydrolysis, Spontaneous hydrolyisis on N-mustard
Elimination half-life </nowiki>
10 min in vitro
Formula
C 24 H 30 Cl 2 F N 3 O 3
Molar mass
498.42 g·mol−1
3D model (JSmol)
InChI=1S/C24H30Cl2FN3O3/c1-2-33-24(32)22(16-18-3-7-19(27)8-4-18)29-23(31)21(28)15-17-5-9-20(10-6-17)30(13-11-25)14-12-26/h3-10,21-22H,2,11-16,28H2,1H3,(H,29,31)/t21-,22-/m0/s1
Key:YQZNKYXGZSVEHI-VXKWHMMOSA-N
ମେଲଫାଲାନ ଫ୍ଲୁଫେନାମାଇଡ (ଇଂରାଜୀ ଭାଷାରେ Melphalan flufenamide), ପେପାକ୍ସଟୋ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୩] ଡେକ୍ସାମେଥାଜୋନ ଭଳି ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[ ୩] [ ୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[ ୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ପ୍ଲାଟେଲେଟ୍ , ସ୍ୱଳ୍ପନିଉଟ୍ରୋଫିଲ୍ , ସ୍ୱଳ୍ପ ଲୋହିତ ରକ୍ତ କଣିକା , ଅଇ, ତରଳ ଝାଡ଼ା ଏବଂ ଜ୍ୱର ଅନ୍ଥୋଇପାରେ ।[ ୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ ।[ ୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[ ୪] ଏହା ଏକ ଆଲକାଇଲେଟିଂ ଏଜେଣ୍ଟ ଯାହା ଡିଏନଏର ସାଧାରଣ ମରାମତିରେ ବାଧା ସୃଷ୍ଟି କରେ ।[ ୩]
ମେଲଫାଲାନ ଫ୍ଲୁଫେନାମାଇଡ ଫେବୃଆରୀ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ ମସିହାରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[ ୪] [ ୩] [ ୫] ଖରାପ ଫଳାଫଳର ଚିନ୍ତା ହେତୁ ନିର୍ମାତା ୨୦୨୧ ଅକ୍ଟୋବରରେ ଔଷଧ ପ୍ରତ୍ୟାହାର କଲେ; ତଥାପି ଏହି ନିଷ୍ପତ୍ତିକୁ ଓଲଟାଇବାକୁ ଚିନ୍ତା କରୁଛନ୍ତି ।[ ୬] ୨୦୧୧ ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[ ୫]
↑ Berglund Å, Ullén A, Lisyanskaya A, Orlov S, Hagberg H, Tholander B, et al. (December 2015). "First-in-human, phase I/IIa clinical study of the peptidase potentiated alkylator melflufen administered every three weeks to patients with advanced solid tumor malignancies". Investigational New Drugs . 33 (6): 1232–41. doi :10.1007/s10637-015-0299-2 . PMID 26553306 . S2CID 8207569 .
↑ Strese S, Wickström M, Fuchs PF, Fryknäs M, Gerwins P, Dale T, et al. (October 2013).
↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Pepaxti" . EMA . Archived from the original on 1 October 2022. Retrieved 31 October 2022 .
↑ ୪.୦ ୪.୧ ୪.୨ ୪.୩ "Pepaxto- melphalan flufenamide injection, powder, lyophilized, for solution" . DailyMed . Archived from the original on 13 September 2021. Retrieved 12 September 2021 .
↑ ୫.୦ ୫.୧ "Melphalan flufenamide" . SPS - Specialist Pharmacy Service . 11 November 2018. Archived from the original on 20 April 2022. Retrieved 31 October 2022 .
↑ RPh, Diana Ernst (24 January 2022). "Oncopeptides Reconsiders Pepaxto Withdrawal Following Data Review" . MPR . Archived from the original on 20 May 2022. Retrieved 31 October 2022 .