ମୋହନ ରାକେଶ (୮ ଜାନୁଆରୀ ୧୯୨୫ - ୩ ଡିସେମ୍ବର ୧୯୭୨) ଜଣେ ଭାରତୀୟ ହିନ୍ଦୀ-ଭାଷୀ ଲେଖକ ଓ ନାଟ୍ୟକାର ଥିଲେ । ନୟୀ କହାନୀ ଆନ୍ଦୋଳନର ଏକ ମୁଖ୍ୟ ପୁରୋଧା ଭାବେ ତାଙ୍କର ଆଷାଢ଼ କା ଏକ ଦିନ (୧୯୫୮), ଲହରୋଁ କେ ରାଜହଂସ (୧୯୬୩), ଓ ଆଧେ ଅଧୂରେ (୧୯୬୯) ଆଦି ନାଟକ ସବୁ ଜଣାଶୁଣା ତଥା ମଞ୍ଚସ୍ଥ ହୋଇଥିଲା ।[୧][୨]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |