ଯଶୋଧର୍ମନ | |
---|---|
The defeat of the Ephalites, or White Huns by King Yasodharman in A.D. 528 | |
ଧର୍ମ | Hindu |
ଯଶୋଧର୍ମନ (IAST: aśodharman; Devanagari: यशोधर्मा) କେନ୍ଦ୍ର ଭାରତର ମଳବ ରାଜ୍ୟର ପ୍ରାଚୀନ ରାଜା ଥିଲେ । ଆଉଳିକରା ବଂଶର ରାଜା ଯଶୋଧର୍ମନ 6 ଷ୍ଠ ଶତାବ୍ଦୀରେ ମାଳବ ରାଜ୍ୟ ଶାସନ କରୁଥିଲେ । [୧]
5 ମ ଶତାବ୍ଦୀର ପ୍ରଥମ ଅଂଶ ଆଡକୁ ଗୁପ୍ତା ସମ୍ଭରଜ୍ୟ ଦୁର୍ବଳ ହେବାକୁ ଲାଗିଲା । ହୁନ ମାନେ ବାରମ୍ବାର ଆକ୍ରମଣ କରିବା ଯୋଗୁଁ ଏହି ବଡ଼ ସାମ୍ଭରାଜ୍ୟ ଛୋଟ ରାଜ୍ୟ ସବୁରେ ପରିଣତ ହେଲା । ଯଶୋବର୍ଦ୍ଧନ ଓ ଗୁପ୍ତା ସମ୍ରାଟ ନରସିଂହ ଗୁପ୍ତା ଏକ ହୁନ ସୈନ୍ୟ ବାହିନୀକୁ 528 ମସିହାରେ ପରାସ୍ତ କରି ଭାରତରୁ ତଡ଼ି ଦେବାରେ ସଫଳ ହେଲେ । ଏହି ନିଜୟକୁ ସ୍ମରଣୀୟ କରି ରଖିବାକୁ ଶୋଣାଦାନୀଠାରେ ଦୁଇଟି ବିଶାଳ ସ୍ତମ୍ଭ ଯଶୋଧର୍ମନଙ୍କଦ୍ୱାରା ସ୍ଥାପନ କରାଗଲା । ry.[୨][୩]
ଯଶୋଧର୍ମନ ଙ୍କ ସିଲାଲେଖ ସବୁ ସେଠାରେ ଓ ମଣ୍ଡାସୁରଠାରେ ଦେଖା ଯାଇଥାଏ । ସେଥିରୁ ଏକ ଲେଖା ସଂବତ 589 ବା 532 ମସିହାର ରହିଛି ।
ଭରତପୁର ଜିଲ୍ଲାର ବୟନାଠାରେ ମଧ୍ୟ " ଭୀମ କି ଲାତ " ନାମରେ ଏକ ବିଜଯ ସ୍ତମ୍ଭ ନିର୍ମାଣ କରାଯାଇଥିଲା । ସେଠାରେ ଥିବା ସିଲାଲେଖାରେ ସେ ସମୟର ଘଟଣାବଳୀ ବାବଦରେ ବିଷାଦ ଭାବରେ ଉଲ୍ଲେଖ ଉଲେଖ ରହିଛି । [୪]