ରଥ ସପ୍ତମୀ | |
---|---|
![]() ସୂର୍ଯ୍ୟ ନିଜ ପତ୍ନୀ ସରନ୍ୟୁ ଓ ଛାୟାଙ୍କ ସହ | |
ଅନ୍ୟ ନାମ | ମାଘ ସପ୍ତମୀ, ସୂର୍ଯ୍ୟ ଜୟନ୍ତୀ, ଭାନୂ ସପ୍ତମୀ |
ପାଳନକାରୀ | ହିନ୍ଦୁ |
ତାରିଖ | ମାଘ ଶୁକ୍ଳ ସପ୍ତମୀ |
୨୦୨୫ ତାରିଖ | |
ସମ୍ପର୍କିତ | ସୂର୍ଯ୍ୟଙ୍କ ପୂଜା ଓ ଉପାସନା |
ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବେ ପାଳନ କରାଯାଏ ।[୧]ସୂର୍ଯ୍ୟ ଦେବତାଙ୍କର ଉପାସନା ଏଇ ଦିନ କରାଯାଏ ।
କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି । ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାହା କୃଷ୍ଣ ପାଗୋଡା ଭାବେ ଖ୍ୟାତ ଏହିଠାରେ ଅବସ୍ଥିତ।
ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏଥିରେ ଓଡ଼ିଶା ତଥା ଭାରତର ବିଭିନ୍ନ ଦେଶରୁ ଭକ୍ତମାନେ ଏକତ୍ରିତ ହୋଇଥାନ୍ତି । ତା’ଛଡା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏମିତି ମନୋରମ ଉତ୍ସବର ଆନନ୍ଦ ନେବାପାଇଁ ଆସିଥାନ୍ତି । ଏଇ ଦିନ ମହୋଦଧିରେ ସ୍ନାନ ପୂର୍ବକ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ଓ ପ୍ରଣାମ କରନ୍ତି ।
Ratha Saptami falls on the Magha Sukla Paksha Saptami i.e on the seventh day of the waxing phase of the moon in the month of Magha.