Monoclonal antibody | |
---|---|
Type | Whole antibody |
Source | Human |
Target | Protective antigen of anthrax toxin |
Clinical data | |
AHFS/Drugs.com | monograph |
Chemical and physical data | |
Formula | C6320H9794N1702O1998S42 |
Molar mass | ୧,୪୨,୯୩୪.୩୧ g·mol−1 |
(verify) |
ରାକ୍ସିବାକୁମାବ (ଇଂରାଜୀ ଭାଷାରେ Raxibacumab) ହେଉଛି ଏକ ଔଷଧ ଯାହା ପ୍ରଶ୍ୱାସପ୍ରାପ୍ତ ଆନ୍ଥ୍ରାକ୍ସ ରୋଗର ଚିକିତ୍ସା ଏବଂ ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[୧] ଏହା ସାଧାରଣତ ଆଣ୍ଟିବାୟୋଟିକ୍ ସହିତ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ରାସ, ଗଲୁ ଏବଂ ନିଦ୍ରାହୀନତା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ବାକିଲସ ଆନ୍ଥ୍ରାସିସ ବିଷାକ୍ତ ପଦାର୍ଥର ଏକ ଅଂଶ ସହିତ ବାନ୍ଧି ହୋଇଯାଇ କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରାକ୍ସିବାକୁମାବ ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହାକୁ ୨୦୧୪ରେ ଅନାଥ ନାମ ଦିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ଷ୍ଟ୍ରାଟେଜିକ୍ ନ୍ୟାସନାଲ ଷ୍ଟକପାଇଲରୁ ଏହା ମିଳିପାରିବ ।[୪]
{{cite journal}}
: Check date values in: |date=
(help)