ଆରମ୍ଭ | |
---|---|
ଅଲଗା ନାଆଁ | ରାବିଡ଼ି |
ମୂଳ ଜାଗା | ଓଡ଼ିଶା, ରାଜସ୍ଥାନ, ଗୁଜରାଟ |
ଖାଇବାର ସବିଶେଷ | |
ମୂଳ ଉପାଦାନ | କ୍ଷୀର, ଚିନି, ଅଳେଇଚ |
ରାବିଡ଼ି କ୍ଷୀର ଓ ଚିନିରୁ ତିଆରି ଏକ ଓଡ଼ିଆ ଓ ଭାରତୀୟ ମିଠା । କ୍ଷୀରକୁ ଫୁଟାଇ ସେଥିରେ ଚିନି ଓ ଅଳେଇଚ ମିଶାଇ ଏହା ତିଆରି କରାଯାଇଥାଏ ।
କ୍ଷୀରକୁ ଫୁଟାଇ ଫୁଟାଇ ସେଥିରୁ ପାଣି ମାରି ତାହାକୁ ଗାଢ଼ କରାଯାଇଥାଏ । ସେଥିରେ ଚିନି ମିଶାଯାଇ ତାହା ଉପରେ ଅଳେଇଚ ଗୁଣ୍ଡ ଛିଞ୍ଚି ଗରମ ବା ଥଣ୍ଡା ଖିଆଯାଇ ଥାଏ ।