ରାମଗଙ୍ଗା ବନ୍ଧ | |
---|---|
ଦେଶ | India |
ଦିଗବାରେଣି | 29°31′10″N 78°45′31″E / 29.51944°N 78.75861°E |
ସ୍ଥିତି | Operational |
କାମ ଆରମ୍ଭ ହେଲା | 1961 |
ତିଅରି ଖର୍ଚ | Rs. 172.12 crores |
ମାଲିକ | Uttaranchal Jal Vidyut Nigam Limited |
ବନ୍ଧ ଓ ପାଣି ଯିବା ବାଟ | |
ପାଣିଯିବା ବାଟର କ୍ଷମତା | 8,467 m3/s (299,009 cu ft/s) |
ପାବାର ଷ୍ଟେସନ | |
ସେବାରୁ ବିରତ ତାରିଖ | 1975-1977 |
ରାମଗଙ୍ଗା ବନ୍ଧ, ଉତ୍ତରାଖଣ୍ଡର ରାମଗଙ୍ଗା ନଦୀର ଏକ ବନ୍ଧ (Dam) । ଏହା ଗରବାଳ ଜିଲ୍ଲାରେ ଥିବା ଜିମ କରବେଟ ଜାତୀୟ ପାର୍କ ମଧ୍ୟରେ କାଲାଗଡ଼ର ୩ କିଲୋମିଟର ଉପରେ ରହଛି ।[୧]
ଏହି ବନ୍ଧ ରାମଗଙ୍ଗା ବହୁମୂଖୀ ପ୍ରକଳ୍ପର ଏକ ଅଂଶ । ଏଠାରେ ୧୯୮ କିଲୋୱାଟ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଚାଳନା ସହ ୫୭.୫୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେଇଥାଏ । ଏହା ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ମଧ୍ୟ କରିଥାଏ । ଏହି ବନ୍ଧର ନିର୍ମାଣ ୧୯୬୧ରୁ ଆରମ୍ଭ ହୋଇ ୧୯୭୪ ମସିହାରେ ସମୟତ ହେଇଥିଲା । [୨]
{{cite book}}
: More than one of |author2=
and |last2=
specified (help)