Ramganj Mandi
stone city, coriander city | |
---|---|
city | |
Country | ![]() |
State | Rajasthan |
District | Kota |
Division | Kota Division |
Founded by | Kota Darbaar |
Government | |
• Type | Democratic |
• Body | Municipality Board |
• Chairman | Smt. Hemlata Sharma (Bhartiya Janta Party) |
• Vice Chairman | Om Prakash Gurjar (Bhartiya Janta Party) |
• Member of Parliament Kota-Bundi | Om Birla (Bhartiya Janta Party) |
• Member of Legislative Assembly Ramganj Mandi | ChandraKanta Meghwal ( Bhartiya Janta Party ) |
Elevation | 360 m (1,180 ft) |
Population (2011)[୧] | |
• Total | ୪୧,୩୨୮ |
Time zone | UTC+5:30 (IST) |
PIN | 326519 |
Telephone code | 07459 |
ଯାନବାହାନ ପଞ୍ଚୀକରଣ | RJ33 |
ରାମଗଞ୍ଜ ମଣ୍ଡି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର କୋତ ଜିଲ୍ଲାରେ ଅବସ୍ଥିତ ।
ରାମଗଞ୍ଜ ମଣ୍ଡି ୨୪.୬୪୬୫ ଉତ୍ତର ଅକ୍ଷାଂଶ ଓ ୭୫.୯୪୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୪୧ ଫୁଟ ଉଚ୍ଚତାରେ ରହିଛି ।[୨]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମଗଞ୍ଜ ମଣ୍ଡି ସହରର ମୋଟ ଜନସଂଖ୍ୟା ୩୦୯୮୪ ଅଟେ ।[୩] ସେଥି ମଧ୍ୟରୁ ୫୨.୫୭% ଜଣ ପରୁଷ ହୋଇଥିବା ବେଳେ ୪୭.୪୩% ଜଣ ନାରୀ ଅଟନ୍ତି । ରାମଗଞ୍ଜ ମଣ୍ଡିର ସାକ୍ଷରତା ହାର ୬୮.୧୦% ଅଟେ । ଏହା ଜାତୀୟ ହାରଠାରୁ -୩.୨୬% ପ୍ରତିଶତ କମ ଅଟେ । ସେଥିରୁ ୩୯.୫୦% ପ୍ରତିଶତ ପୁରୁଷ ଓ ୨୮.୬୦% ନାରୀ ଅଟନ୍ତି । ୧୫.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ହିନ୍ଦୀ ରାମଗଞ୍ଜ ମଣ୍ଡିର ସରକାରୀ ଭାଷା ଅଟେ ।