![]() | |
![]() | |
Clinical data | |
---|---|
Trade names | Rozerem, others |
AHFS/Drugs.com | monograph |
MedlinePlus | a605038 |
data | |
Pregnancy category |
|
Addiction liability | None[୧] |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 1.8% |
Protein binding | ~82% |
Metabolism | Liver (CYP1A2-mediated) |
Elimination half-life | 1–2.6 hours |
Excretion | Kidney (84%) and fecal (4%) |
Identifiers | |
| |
ECHA InfoCard | 100.215.666 |
Chemical and physical data | |
Formula | C16H21NO2 |
Molar mass | ୨୫୯.୩୫ g·mol−1 |
3D model (JSmol) | |
| |
| |
(verify) |
ବ
ରାମେଲଟେଅନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରୋଜେରେମ ବ୍ରାଣ୍ଡ ନାମରେ ବିକ୍ରି ହୋଇଥିବା ରାମେଲଟେଅନ, ନିଦ୍ରା ସମସ୍ୟା ପାଇଁ ବ୍ୟବହୃତ ଏକ ଔଷଧ । [୨] ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପାଟିରେ ଦିଆଯାଏ ।[୨] ବ୍ୟବହାର ଅବଧି ଉପରେ କୌଣସି ସୀମା ନାହିଁ; ଯଦିଓ ଦୀର୍ଘକାଳୀନ କାର୍ଯ୍ୟକାରିତା ଅସ୍ପଷ୍ଟ । [୩] [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଅଇ, ଏବଂ ଶୋଇବାରେ ଅଧିକ ଅସୁବିଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ଅସ୍ୱାଭାବିକ ଚିନ୍ତାଧାରା ଏବଂ ଉଦାସୀନତା ହୋଇପାରେ ।[୨] ଗର୍ଭଧାରଣ ଏବଂ ସ୍ତନ୍ୟପାନ ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ। [୫] ଏହା ଏକ ମେଲାଟୋନିନ ରିସେପ୍ଟର ଆଗୋନିଷ୍ଟ ଏବଂ ମେଲାଟୋନିନ ପରି କାମ କରୁଥିବା ଆଶା କରାଯାଏ ।[୪]
୧୯୯୬ ମସିହାରେ ରାମେଲଟେଅନ ଆବିଷ୍କୃତ ହୋଇଥିଲା ଏବଂ ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] [୧] ଅସ୍ପଷ୍ଟ ପ୍ରଭାବ ହେତୁ ୨୦୦୮ରେ ୟୁରୋପରେ ଏହାର ଅନୁମୋଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୬] ଏହା ଏକ ନିୟନ୍ତ୍ରିତ ପଦାର୍ଥ ନୁହେଁ | [୧]
{{cite journal}}
: CS1 maint: unflagged free DOI (link)