Clinical data | |
---|---|
Trade names | Elitek, Fasturtec |
AHFS/Drugs.com | monograph |
data |
|
Pregnancy category | |
Routes of administration | Intravenous infusion |
Legal status | |
Legal status | |
Pharmacokinetic data | |
Bioavailability | N/A |
Elimination half-life | 18 hrs |
Identifiers | |
| |
ECHA InfoCard | 100.207.686 |
Chemical and physical data | |
Formula | C1521H2381N417O461S7 |
Molar mass | ୩୪,୧୦୯.୬୬ g·mol−1 |
(verify) |
ରାସବେରିକେସ, ଅନ୍ୟମାନଙ୍କ ମଧ୍ୟରେ ଏଲିଟେକ୍ ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ୟୁରିକ ଏସିଡ ରକ୍ତସ୍ତର ପାଇଁ ବ୍ୟବହୃତ ଏକ ଔଷଧ ଯାହା ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ହେତୁ ଘଟିଥାଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ଫୁଲା, ଉଦ୍ବେଗ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ହାଇପୋଫସଫେଟିମିଆ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ମେଥେମୋଗ୍ଲୋବିନେମିଆ ଅନ୍ତର୍ଭୁକ୍ତ ହୋଇପାରେ । [୨] ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ।[୨] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ସୃଷ୍ଟି ହୋଇଥିବା ୟୁରେଟ୍ ଅକ୍ସିଡେଜ୍ ଏନଜାଇମ । [୨]
୨୦୦୧ ମସିହାରେ ୟୁରୋପରେ ଏବଂ ୨୦୦୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାସବେରିକେସ ଅନୁମୋଦିତ ହୋଇଥିଲା [୧] [୩] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୭.୫ମିଗ୍ରା ଭାଏଲର ମୂଲ୍ୟ ୩୫୦ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୦୦୦ ଡଲାର ଅଟେ। [୬]
{{cite book}}
: CS1 maint: date format (link)